ଗ୍ରୀକ୍ ଦ୍ୱୀପରେ ବୋଟ୍ ବୁଡ଼ି ୨୪ ଶରଣାର୍ଥୀଙ୍କ ମୃତ୍ୟୁ

ଏଥେନ୍ସ: ତୁର୍କୀ ନିକଟବର୍ତ୍ତୀ ତଥା ଗ୍ରୀକ୍ ଦ୍ୱୀପ ନିକଟରେ ଗୁରୁବାର ଏକ ବୋଟ ବୁଡି ଯିବାରୁ ୯ ଶିଶୁଙ୍କ ସମେତ ୨୪ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରୁ ୧୦ଜଣଙ୍କ ଉଦ୍ଧାର କରାଯାଇଥିବା ବେଳେ ୧୧ଜଣଙ୍କ ପତ୍ତା ମିଳିନାହିଁ ବୋଲି ଗ୍ରୀସର କୋଷ୍ଟଗାର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗ୍ରୀକ୍ ଓ ତୁର୍କୀ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ଓ ନୌସେନାର ବୁଡାଳି ଦଳ ନିୟୋଜିତ ହୋଇଛନ୍ତି।

ମିଳିଥିବା ଖବର ମୁତାବକ ବୁଧବାର ବିଳମ୍ବିତ ରାତିରେ ବୋଟଟି ପୂର୍ବ ଏଇଗିନ ସିରେ ବୁଡିଯାଇଥିଲା। ଏଥିରେ ୪୦ରୁ ୪୫ ଜଣ ଶରଣାର୍ଥୀ ଯାତ୍ରା କରୁଥିଲେ।

ଆହୁରି ପଢ଼ନ୍ତୁ

ଗାନ୍ଧି ପରିବାର ନାଁରେ ଥିବା ୩ ଟ୍ରଷ୍ଟର ତଦନ୍ତ କରିବେ ସରକାର

ସ୍ୱପ୍ନା ସୁରେଶ କିଏ? କେମିତି ହେଲେ ସୁନା ସ୍ମଗଲିଂର କୁଇନ୍‌

ଏ ଲକଡାଉନ ଦେହ ବିକିବାକୁ ବାଧ୍ୟ କରିଛି…. ଦିନକୁ ମିଳୁଛି ୧୫୦ରୁ ୨୦୦ ଟଙ୍କା

ଏମଆଇଟି ସର୍ଭେରୁ ଆସିଲା ଭୟଙ୍କର ତଥ୍ୟ: ଭାରତରେ ଦୈନିକ ଚିହ୍ନଟ ହେବ ୨.୮୭ ଲକ୍ଷ ପଜିଟିଭ

ଦେଶରେ ବେକାବୁ କରୋନା, ଦିନକରେ ପ୍ରାୟ ୨୩ ହଜାର ପଜିଟିଭ, ୪୮୨ ମୃତ

ସାଂଘାତିକ ତଥ୍ୟ ଦେଲା ‘ହୁ’: କହିଲା କରୋନା ବିଶ୍ୱରେ ଏଯାଏ ସର୍ବୋଚ୍ଚ ଗତି ଦେଖାଇନି

କୋଭିଡ୍‌ ଟିକା ତିଆରି କରିବା ପାଇଁ ଏହି ଫାର୍ମକୁ ମିଳିଲା ୧.୬ ବିଲିୟନ ଡଲାର

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସହଯୋଗୀ ଅମରକୁ ଏନକାଉଣ୍ଟର କଲା ପୁଲିସ୍‌

କରୋନା ମୁକାବିଲା: ରାଜ୍ୟଗୁଡ଼ିକୁ ୭୨ ଘଣ୍ଟାର ସମୟ ଦେଲା କେନ୍ଦ୍ର

ଗଲୱାନରୁ ପଛକୁ ହଟୁଛି କି ଚାଇନା? ସ୍ୟାଟେଲାଇଟରୁ ଆସିଲା ଏମିତି ଚିତ୍ର

ବ୍ରାଜିଲ ରାଷ୍ଟ୍ରପତି ମହାମାରୀ କରୋନାରେ ଆକ୍ରାନ୍ତ

ସାଉଦି ଆରବକୁ ପଛରେ ପକାଇଲା ମହାରାଷ୍ଟ୍ର, ଦିନକରେ ୨୨୪ ମୃତ, ୫୧୩୪ ପଜିଟିଭ