ଫ୍ଲାଟଫର୍ମକୁ ଧକ୍କା ଦେଇ ଜଳିଗଲା ଟ୍ରେନ, ୨୫ ମୃତ

କାଇରୋ: ଇଜିପ୍ଟରର ରାଜଧାନୀ କାଇରୋ ସ୍ଥିତ ମୁଖ୍ୟ ରେଳ ଷ୍ଟେସନ୍‌ରେ ଆଜି ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଛି। ଏକ ରେଳ ଇଞ୍ଜିନ୍‌ ଫ୍ଲାଟଫର୍ମକୁ ଧକ୍କା ଦେବାରୁ ଭୟଙ୍କର ବିସ୍ଫୋରଣ ଘଟି ନିଆଁ ବ୍ୟାପି ଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ରେଳ ଇଞ୍ଜିନ୍‌ଟି ପ୍ଲାଟଫର୍ମ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଏହାକୁ ଧକ୍କା ଦେଇଥିଲା। ଫଳରେ ସମଗ୍ର ଫ୍ଲାଟଫର୍ମରେ ନିଆଁ ଲାଗି ଯାଇଥିଲା। ଓ […]

r

r

Hemant Lenka
  • Published: Wednesday, 27 February 2019
  • Updated: 27 February 2019, 05:43 PM IST

Sports

Latest News

କାଇରୋ: ଇଜିପ୍ଟରର ରାଜଧାନୀ କାଇରୋ ସ୍ଥିତ ମୁଖ୍ୟ ରେଳ ଷ୍ଟେସନ୍‌ରେ ଆଜି ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଛି। ଏକ ରେଳ ଇଞ୍ଜିନ୍‌ ଫ୍ଲାଟଫର୍ମକୁ ଧକ୍କା ଦେବାରୁ ଭୟଙ୍କର ବିସ୍ଫୋରଣ ଘଟି ନିଆଁ ବ୍ୟାପି ଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ରେଳ ଇଞ୍ଜିନ୍‌ଟି ପ୍ଲାଟଫର୍ମ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଏହାକୁ ଧକ୍କା ଦେଇଥିଲା। ଫଳରେ ସମଗ୍ର ଫ୍ଲାଟଫର୍ମରେ ନିଆଁ ଲାଗି ଯାଇଥିଲା। ଓ ସେଠାରେ ଅପେକ୍ଷା କରିଥିବା ୨୫ ଜଣଙ୍କ ମୃତ୍ୟୁ ଘଟିଛି। ନିଆଁ ଲାଗିବା ପରେ ସମଗ୍ର ରାମସେସ ଷ୍ଟେସନ ଧୂଆଁମୟ ହୋଇଯାଇଥିଲା। ପ୍ରଥମେ ଷ୍ଟେସନ ମଧ୍ୟରୁ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆ ଯାଇଥିଲା। ଏବେ ମଧ୍ୟ ୫୦ ଜଣ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୁଲିସ୍‌ କହିଛି। ତେବେ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story