୨୬/୧୧ ମୁମ୍ବାଇ ଆକ୍ରମଣ: ଅବୁ ଜୁନ୍ଦଲ ସମେତ ୧୧ ଦୋଷୀ ସାବ୍ୟସ୍ତ

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ର ରଚିଥିବା ଆତଙ୍କବାଦୀ ଅବ ଜୁନ୍ଦଲ ସମେତ ୧୧ ଜଣଙ୍କୁ  ଆଜି ମୁମ୍ବାଇର ସ୍ପେଶାଲ ମକୋକା କୋର୍ଟ ଦୋଷୀ ସ୍ୟାବସ୍ତ କରିଛନ୍ତି। କୋର୍ଟ ଏହି ମାମଲାରେ ଅନ୍ୟ ୧୦ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟରେ ଦାଖଲ କରାଯାଇଥିବା ପ୍ରମାଣ ଅନୁଯାୟୀ ୨୬/୧୧ ଆକ୍ରମଣରେ ବ୍ୟବହାର କରାଯାଇଥିବା ଅସ୍ତ୍ରଶସ୍ତ୍ର ପାକିସ୍ତାନରୁ ଆସିଥିଲା। ଏହି ଅସ୍ତ୍ରଶସ୍ତ୍ର ଜରିଆରେ ଅଭିଯୁକ୍ତମାନେ ଗୋର୍ଦ୍ଧା ଦଙ୍ଗାର ପ୍ରତିଶୋଧ ନେବାକୁ ଚାହୁଁ ଥିଲେ। କୋର୍ଟ ତାଙ୍କ ରାୟରେ କହିଛନ୍ତି, […]

aa

aa

Rakesh Mallick
  • Published: Thursday, 28 July 2016
  • Updated: 28 July 2016, 04:01 PM IST

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ର ରଚିଥିବା ଆତଙ୍କବାଦୀ ଅବ ଜୁନ୍ଦଲ ସମେତ ୧୧ ଜଣଙ୍କୁ  ଆଜି ମୁମ୍ବାଇର ସ୍ପେଶାଲ ମକୋକା କୋର୍ଟ ଦୋଷୀ ସ୍ୟାବସ୍ତ କରିଛନ୍ତି। କୋର୍ଟ ଏହି ମାମଲାରେ ଅନ୍ୟ ୧୦ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

କୋର୍ଟରେ ଦାଖଲ କରାଯାଇଥିବା ପ୍ରମାଣ ଅନୁଯାୟୀ ୨୬/୧୧ ଆକ୍ରମଣରେ ବ୍ୟବହାର କରାଯାଇଥିବା ଅସ୍ତ୍ରଶସ୍ତ୍ର ପାକିସ୍ତାନରୁ ଆସିଥିଲା। ଏହି ଅସ୍ତ୍ରଶସ୍ତ୍ର ଜରିଆରେ ଅଭିଯୁକ୍ତମାନେ ଗୋର୍ଦ୍ଧା ଦଙ୍ଗାର ପ୍ରତିଶୋଧ ନେବାକୁ ଚାହୁଁ ଥିଲେ।

କୋର୍ଟ ତାଙ୍କ ରାୟରେ କହିଛନ୍ତି, ପାକିସ୍ତାନରୁ ଆସିଥିବା ଅସ୍ତ୍ରଶସ୍ତ୍ର ମାଧ୍ୟମରେ ଆତଙ୍କବାଦୀମାନେ ଦେଶର ଶାନ୍ତି ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରବୀଣ ତୋଗାଡିୟାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos