ଜାହାଜରେ ଭୟଙ୍କର ନିଆଁ, ଜଣେ ନିଖୋଜ

ବିଶାଖାପଟନମ୍‌: ଆନ୍ଧ୍ରପ୍ରଦେଶର ବିଶାଖାପଟନମ ଉପକୂଳରେ ଥିବା ଏକ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଥିବା କ୍ରୁ ମାନଙ୍କ ମଧ୍ୟରୁ ଜଣେ ନଖୋଜ ଥିବାବେଳେ ୨୮ ଜଣଙ୍କୁ ଜଳନ୍ତା ଜାହାଜରୁ ଉଦ୍ଧାର କରାଯାଇଛି। ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଆଜି ଦିନ ୧୧.୩୦ରେ ବିଶାଖାପଟନମ ଉପକୂଳରେ ଏହି ଦୁର୍ଘଟଣା ଘଟିଛି। ହଠାତ୍‌ ଜାହାଜରେ ବିସ୍ଫୋରଣ ହେବା ସହ ଏଥିରେ ନିଆଁ ଲାଗି ଯାଇଥିଲା। ଏହା ଦେଖି ଏଥିରେ ଥିବା ସମସ୍ତ ୨୯ ଜଣ ସଦସ୍ୟ […]

ng

ng

Hemant Lenka
  • Published: Monday, 12 August 2019
  • Updated: 12 August 2019, 05:53 PM IST

Sports

Latest News

ବିଶାଖାପଟନମ୍‌: ଆନ୍ଧ୍ରପ୍ରଦେଶର ବିଶାଖାପଟନମ ଉପକୂଳରେ ଥିବା ଏକ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଥିବା କ୍ରୁ ମାନଙ୍କ ମଧ୍ୟରୁ ଜଣେ ନଖୋଜ ଥିବାବେଳେ ୨୮ ଜଣଙ୍କୁ ଜଳନ୍ତା ଜାହାଜରୁ ଉଦ୍ଧାର କରାଯାଇଛି।

ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଆଜି ଦିନ ୧୧.୩୦ରେ ବିଶାଖାପଟନମ ଉପକୂଳରେ ଏହି ଦୁର୍ଘଟଣା ଘଟିଛି। ହଠାତ୍‌ ଜାହାଜରେ ବିସ୍ଫୋରଣ ହେବା ସହ ଏଥିରେ ନିଆଁ ଲାଗି ଯାଇଥିଲା।

ଏହା ଦେଖି ଏଥିରେ ଥିବା ସମସ୍ତ ୨୯ ଜଣ ସଦସ୍ୟ ପାଣିକୁ ଡେଇଁ ପଡ଼ିଥିଲେ। ୨୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର କୌଣସି ପତ୍ତା ମିଳୁନାହିଁ। ନିଆଁ ଲାଗିଯିବା ଯୋଗୁ ଜାହାଜଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏଯାଏ ଜଣାପଡ଼ିନାହିଁ। ରାନି ରଶମୋନି ଓ ବିଶାଖାପଟନମ ପୋର୍ଟ ଟ୍ରଷ୍ଟର ଡଙ୍ଗା ଦ୍ୱାରା କ୍ରୁ ସଦସ୍ୟଙ୍କୁ ପାଣିରୁ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story