ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ନାଁରେ ଯୋଡ଼ି ହେଲା ଏହି ୩ ରେକର୍ଡ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆୟୋଜିତ ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେଇଛନ୍ତି। ଏଥିସହ ସେ ମନ୍ଦିର ନିର୍ମାଣର ଶିଳାନ୍ୟାସ ମଧ୍ୟ କରିବେ। ତେବେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଆଜି ମୋଦିଙ୍କ ନାଁରେ ଏହି ୩ଟି ରେକର୍ଡ ସୃଷ୍ଟି ହୋଇଛି।

ଏହାର ଅର୍ଥ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ମାନେ କରିପାରି ନଥିବା କାମ ମୋଦି କରି ଦେଖାଇଛନ୍ତି। ଆସନ୍ତୁ ଜାଣିବା ସେହି ୩ଟି ରେକର୍ଡ କ’ଣ?

୧-ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ଥିବା ୧୦ମ ଶତାବ୍ବୀର ହନୁମାନ ଗଢ଼ି ମନ୍ଦିରରେ ପହଞ୍ଚିଛନ୍ତି। ଏଠାରେ ମୋଦି ପୂଜାର୍ଚ୍ଚନା କରିବା ସହ ହନୁମାନ ଗଢ଼ିଙ୍କ ଆର୍ଶୀବାଦ ନେଇଛନ୍ତି। ଏହାପୂର୍ବରୁ ଏଠାକୁ କୌଣସି ପ୍ରଧାନମନ୍ତ୍ରୀ ଯାଇ ନଥିଲେ।

୨-ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ରାମ ଜନ୍ମଭୂମିରେ ପହଞ୍ଚିଛନ୍ତି। ଏଠାରେ ଭଗବାନ ରାମ ଜନ୍ମ ଗ୍ରହଣ କରିଥିବା ବିଶ୍ୱାସ ରହିଛି।

୩-ଭାରତୀୟ ସଂସ୍କୃତିକୁ ସଂରକ୍ଷଣ କରିବା ପାଇଁ ନିର୍ମାଣ ହେବାକୁ ଥିବା କୌଣସି ମନ୍ଦିରର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବାରେ ମୋଦି ଦେଶର ପ୍ରଧାନମନ୍ତ୍ରୀ। ଏହାପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏଭଳି କୀର୍ତ୍ତିମାନ ନିଜ ନାଁରେ କରିପାରି ନଥିଲେ।

ଆହୁରି ପଢ଼ନ୍ତୁ

ଅକ୍ଟୋବର ୬ ତାରିଖ ଯାଏଁ ଜେଲ୍‌ରେ ରହିବେ ରିଆ

ଆନ୍ଦୋଳନରତ ସାଂସଦଙ୍କ ପାଖକୁ ଚା’ ନେଇଗଲେ ହରିବଂଶ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

୨୨ ସେପ୍ଟେମ୍ବର, ମଙ୍ଗଳବାର: ବନ୍ଧୁଙ୍କ ସହଯୋଗ ମିଳିବ

ଆଇସିୟୁରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଖାରଜ

ହଙ୍ଗାମା କରି ସସ୍‌ପେଣ୍ଡ ହେଲେ ରାଜ୍ୟସଭାର ୮ ସାଂସଦ

୨୧ ସେପ୍ଟେମ୍ବର, ସୋମବାର: ପରିଶ୍ରମ ଅନୁସାରେ ସଫଳତା ପାଇବେ

ନେପୋଟିଜିମ୍ ପାଇଁ କିଏ ଦାୟୀ? ଜବାବ ରଖିଲେ ନଓ୍ୱାଜୁଦ୍ଦିନ ସିଦ୍ଦିକି

କଥା ଦେଇ କଥା ରଖିଲେ, ନମିତାଙ୍କୁ ଜଗନ୍ନାଥ ଭଜନ ଗାଇବାର ସୁଯୋଗ ଦେଲେ ବର୍ଷା

ଆସୁଛି ‘ଫେଲୁଦା’, କମ୍‌ ଖର୍ଚ୍ଚରେ ଅଧାଘଣ୍ଟାରେ ହେବ କୋଭିଡ୍ ଟେଷ୍ଟ୍

ରାଜ୍ୟରେ ୪,୩୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରେ ସର୍ବାଧିକ, କଟକରେ ୫୦୦ରୁ ଅଧିକ

୨୦ ସେପ୍ଟେମ୍ବର, ରବିବାର: ଶତ୍ରୁମାନେ ପରାଜିତ ହେବେ