ଏନକାଉଣ୍ଟର୍‌ରେ ୩ ଆତଙ୍କବାଦୀ ନିହତ: ଅପରେସନରେ ବାଧା ଦେବାକୁ ଚେଷ୍ଟା କରିଲେ ସ୍ଥାନୀୟ ଲୋକେ

ଜାମ୍ମୁ କାଶ୍ମୀର ଶ୍ରୀନଗରରେ ହୋଇଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ। ଏହା ସହିତ ଏନ୍‌କାଉଣ୍ଟର ଶେଷ ହୋଇଛି। ଘଟଣା ସ୍ଥଳରୁ କିଛି ଦୂରରେ ସୁରକ୍ଷାକର୍ମୀଙ୍କ ସହିତ ସଂଘର୍ଷରେ ଜଣେ ବେସାମିରକ ବ୍ୟକ୍ତିଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଏନ୍‌କାଉଣ୍ଟରରେ ୩ ଜଣ ସିଆର୍‌ପିଏଫ୍ ଯବାନ ଓ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ତବେଲା ଛତବଲ୍ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ଗୋଟିଏ ଘରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ତାକୁ ଚାରିଆଡୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ। […]

according-kilometres-militants-encounter-civilians-personnel-encounter_61c0cbbe-f53e-11e6-bee8-7b74d3637aa8

Rakesh Mallick
  • Published: Saturday, 05 May 2018
  • Updated: 05 May 2018, 05:00 PM IST

Sports

Latest News

ଜାମ୍ମୁ କାଶ୍ମୀର ଶ୍ରୀନଗରରେ ହୋଇଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ। ଏହା ସହିତ ଏନ୍‌କାଉଣ୍ଟର ଶେଷ ହୋଇଛି। ଘଟଣା ସ୍ଥଳରୁ କିଛି ଦୂରରେ ସୁରକ୍ଷାକର୍ମୀଙ୍କ ସହିତ ସଂଘର୍ଷରେ ଜଣେ ବେସାମିରକ ବ୍ୟକ୍ତିଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଏନ୍‌କାଉଣ୍ଟରରେ ୩ ଜଣ ସିଆର୍‌ପିଏଫ୍ ଯବାନ ଓ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ତବେଲା ଛତବଲ୍ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ଗୋଟିଏ ଘରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ତାକୁ ଚାରିଆଡୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ। ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ।  ତେବେ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇବାରୁ ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ।  ନିହତ ହୋଇଥିବା ୩ ଆତଙ୍କବାଦୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଗତ ଫେବ୍ରୁଆରିରେ ମଧ୍ୟ ଏହି ଅଞ୍ଚଳରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ଆଜିର ଏନ୍‌କାଉଣ୍ଟର ବେଳେ ସୁରକ୍ଷାକର୍ମୀଙ୍କ ଅପରେସନରେ ବାଧା ଦେବାକୁ ଚେଷ୍ଟା କରିଲେ ସ୍ଥାନୀୟ ଲୋକେ। ଏଥିପାଇଁ ପୋଲସ ସହିତ ସଂଘର୍ଷ ହୋଇଥିଲା। ଏଥିରେ ବହୁ ଲୋକ ଆହତ ହୋଇଛନ୍ତି ଓ ଜଣକର ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story