୬ ଏକେ-୪୭ ସହ ୩ ଆତଙ୍କୀ ଗିରଫ

ନୂଆଦିଲ୍ଲୀ: ହିଂସାକାଣ୍ଡ ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ବେଳେ ୩ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୁଲିସ୍‌ ଗିରଫ କରିଛି। ଏମାନଙ୍କ ପାଖରୁ ୬ଟି ଏକେ-୪୭ ରାଇଫଲ ଜବତ ହୋଇଛି। ଏହି ଆତଙ୍କବାଦୀଙ୍କୁ ପଞ୍ଜାବ ଓ ଜମ୍ମୁ-କଶ୍ମୀରର ସୀମାନ୍ତ ଲଖନପୁର ନିକଟରେ ସୁରକ୍ଷାକର୍ମୀ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ବେଳେ ଜମ୍ମୁ-ପଠାନକୋଟ୍‌ ଜାତୀୟ ରାଜପଥରେ ଚେକିଂ ଚାଲିଥିଲା। ଏହି ସମୟରେ କଶ୍ମୀରରୁ ପଞ୍ଜାବର ବାମୟାଲ ଯାଉଥିବା ଏକ ଟ୍ରକ୍‌କୁ […]

tr

tr

Hemant Lenka
  • Published: Thursday, 12 September 2019
  • Updated: 12 September 2019, 01:17 PM IST

Sports

Latest News

ନୂଆଦିଲ୍ଲୀ: ହିଂସାକାଣ୍ଡ ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ବେଳେ ୩ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୁଲିସ୍‌ ଗିରଫ କରିଛି। ଏମାନଙ୍କ ପାଖରୁ ୬ଟି ଏକେ-୪୭ ରାଇଫଲ ଜବତ ହୋଇଛି।

ଏହି ଆତଙ୍କବାଦୀଙ୍କୁ ପଞ୍ଜାବ ଓ ଜମ୍ମୁ-କଶ୍ମୀରର ସୀମାନ୍ତ ଲଖନପୁର ନିକଟରେ ସୁରକ୍ଷାକର୍ମୀ ଗିରଫ କରିବାରେ ସକ୍ଷମ ହୋଇଛନ୍ତି।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ବେଳେ ଜମ୍ମୁ-ପଠାନକୋଟ୍‌ ଜାତୀୟ ରାଜପଥରେ ଚେକିଂ ଚାଲିଥିଲା। ଏହି ସମୟରେ କଶ୍ମୀରରୁ ପଞ୍ଜାବର ବାମୟାଲ ଯାଉଥିବା ଏକ ଟ୍ରକ୍‌କୁ ସୁରକ୍ଷାକର୍ମୀମାନେ ଅଟକାଇଥିଲେ। ଚେକିଂ ବେଳେ ଟ୍ରକ୍‌ ମଧ୍ୟରୁ ୬ଟି ଏକେ-୪୭ ରାଇଫଲ ଜବତ ହୋଇଛି। ଏହାପରେ ଟ୍ରକ୍‌ରେ ଥିବା ୩ ଜଣଙ୍କୁ ପୁଲିସ୍‌ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos