ସିରିଆରେ ବିଦ୍ରୋହ, ୩୦ ସାଧାରଣ ଲୋକଙ୍କ ମୃତ୍ୟୁ

ଅଲ୍ଲେପୋ: ସିରିଆ ସରକାରଙ୍କ ଅଧୀନରେ ଥିବା ଅଲ୍ଲେପୋ ସହରରେ ଆଜି ବିଦ୍ରୋହୀ ଗୋଷ୍ଠୀଙ୍କ ଆକ୍ରମଣରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ କିଛି ମହିଳା ଓ ଶିଶୁ ଅଛନ୍ତି। ଏହି ଗୋଷ୍ଠୀ ପୂର୍ବ ଅଲ୍ଲେପୋର ଏକ ଅଞ୍ଚଳରୁ କ୍ଷେପଣାସ୍ତ୍ର ମାଡ କରିଥିଲେ ବୋଲି ସିରିଆରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଏକ ମାନବିକ ଅଧିକାର ସଂସ୍ଥା ସୂଚନା ଦେଇଛି। ଏହି ଘଟଣା ଘଟିବା ପରେ ସିରିଆ ସେନା ପକ୍ଷରୁ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।

aleppo-fires

aleppo-fires

Rakesh Mallick
  • Published: Tuesday, 02 August 2016
  • Updated: 04 May 2017, 03:44 PM IST

Sports

Latest News

ଅଲ୍ଲେପୋ: ସିରିଆ ସରକାରଙ୍କ ଅଧୀନରେ ଥିବା ଅଲ୍ଲେପୋ ସହରରେ ଆଜି ବିଦ୍ରୋହୀ ଗୋଷ୍ଠୀଙ୍କ ଆକ୍ରମଣରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ କିଛି ମହିଳା ଓ ଶିଶୁ ଅଛନ୍ତି।

ଏହି ଗୋଷ୍ଠୀ ପୂର୍ବ ଅଲ୍ଲେପୋର ଏକ ଅଞ୍ଚଳରୁ କ୍ଷେପଣାସ୍ତ୍ର ମାଡ କରିଥିଲେ ବୋଲି ସିରିଆରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଏକ ମାନବିକ ଅଧିକାର ସଂସ୍ଥା ସୂଚନା ଦେଇଛି।

ଏହି ଘଟଣା ଘଟିବା ପରେ ସିରିଆ ସେନା ପକ୍ଷରୁ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos