ବାତ୍ୟା ‘ଲେକିମା’ ତାଣ୍ଡବ, ୩୦ ମୃତ

ବେଜିଂ: ସାମୁଦ୍ରିକ ଝଡ଼ ଲେକିମା ଚାଇନାରେ ତାଣ୍ଡବ ରଚିଛି। ଲେକିମା ପ୍ରଭାବରେ ହୋଇଥିବା ବର୍ଷା ଓ ପବନ ଯୋଗୁ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ଅଧିକାଂଶ ମୃତ୍ୟୁ ଭୂସ୍ଖଳନ ଯୋଗୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି। ସେହିପରି ଭୂସ୍ଖଳନ ଯୋଗୁ ୧୮ ଜଣ ନିଖୋଜ ଥିବା ମଧ୍ୟ ଜଣାପଡ଼ିଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ଚାଇନାର ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ପୂର୍ବରୁ ଲେକିମା […]

nf

nf

Hemant Lenka
  • Published: Sunday, 11 August 2019
  • Updated: 11 August 2019, 03:28 PM IST

ବେଜିଂ: ସାମୁଦ୍ରିକ ଝଡ଼ ଲେକିମା ଚାଇନାରେ ତାଣ୍ଡବ ରଚିଛି। ଲେକିମା ପ୍ରଭାବରେ ହୋଇଥିବା ବର୍ଷା ଓ ପବନ ଯୋଗୁ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ଅଧିକାଂଶ ମୃତ୍ୟୁ ଭୂସ୍ଖଳନ ଯୋଗୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି।

ସେହିପରି ଭୂସ୍ଖଳନ ଯୋଗୁ ୧୮ ଜଣ ନିଖୋଜ ଥିବା ମଧ୍ୟ ଜଣାପଡ଼ିଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ଚାଇନାର ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି।

ପୂର୍ବରୁ ଲେକିମା ସୁପର ଟାଇଫୁନ୍‌ର ରୂପ ନେଇ ସ୍ଥଳ ଭାଗ ଛୁଇଁବ ବୋଲି କୁହାଯାଉଥିଲା। ହେଲେ ସ୍ଥଳ ଭାଗ ଛୁଇଁବା ବେଳେ ଏହା ସାମାନ୍ୟ ଦୁର୍ବଳ ହୋଇଯାଇଥିଲା। ଝେଇଜିଆଙ୍ଗ ଅଞ୍ଚଳରେ ବାତ୍ୟାର ପ୍ରଭାବ ସବୁଠାରୁ ଅଧିକ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story