ଶୋଭାଯାତ୍ରାରେ ବୁଲିଲା ୩୦ ଫୁଟ ଲମ୍ୱା ତିରଙ୍ଗା: ଦେଓରିଆବାସୀଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଦେଓରିଆ: ଆଜି ଗାନ୍ଧି ଜୟନ୍ତୀ। ଏହି ଅବସରରେ ଦେବରିୟା ଜିଲ୍ଲା ପଥରଦେବା କସ୍ୱେରେ ୩୦ମିଟର ଲମ୍ୱା ଓ ୪ ମିଟର ଚଉଡା ଏକ ତ୍ରିରଙ୍ଗା ପତାକାକୁ ଶୋଭାଯାତ୍ରାରେ ନିଆଯାଇଛି।ପତାକାକୁ ସେଠାକାର କ୍ରିକେଟ କ୍ଲବ ଦ୍ୱାରା ତିଆରା କରାଯାଇଛି। ଏହି ତ୍ରିରଙ୍ଗା ଶୋଭାଯାତ୍ରା ଏକ ନିଆରା ଢଙ୍ଗରେ ହୋଇଛି। ଶୋଭାଯାତ୍ରା ପଥରଦେଶ ପ୍ରାଥମିକ ବିଦ୍ୟାଳୟରୁ ବାହାରି କସ୍ୱେରେ ବୁଲିଥିଲା। କସ୍ୱେରେ ଏହି ୩୦ମିଟର ପତକାକୁ ବୁଲାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପତାକା ତଳେ ସ୍କୁଟରର ଛୋଟ […]

tiranga

tiranga

Rakesh Mallick
  • Published: Monday, 02 October 2017
  • Updated: 02 October 2017, 01:20 PM IST

Sports

Latest News

ଦେଓରିଆ: ଆଜି ଗାନ୍ଧି ଜୟନ୍ତୀ। ଏହି ଅବସରରେ ଦେବରିୟା ଜିଲ୍ଲା ପଥରଦେବା କସ୍ୱେରେ ୩୦ମିଟର ଲମ୍ୱା ଓ ୪ ମିଟର ଚଉଡା ଏକ ତ୍ରିରଙ୍ଗା ପତାକାକୁ ଶୋଭାଯାତ୍ରାରେ ନିଆଯାଇଛି।ପତାକାକୁ ସେଠାକାର କ୍ରିକେଟ କ୍ଲବ ଦ୍ୱାରା ତିଆରା କରାଯାଇଛି।

ଏହି ତ୍ରିରଙ୍ଗା ଶୋଭାଯାତ୍ରା ଏକ ନିଆରା ଢଙ୍ଗରେ ହୋଇଛି। ଶୋଭାଯାତ୍ରା ପଥରଦେଶ ପ୍ରାଥମିକ ବିଦ୍ୟାଳୟରୁ ବାହାରି କସ୍ୱେରେ ବୁଲିଥିଲା। କସ୍ୱେରେ ଏହି ୩୦ମିଟର ପତକାକୁ ବୁଲାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପତାକା ତଳେ ସ୍କୁଟରର ଛୋଟ ଛୋଟ ଚକା ଲଗାଯାଇଥିଲା। ଗାନ୍ଧି ଜୟନ୍ତୀ ଅବସରରେ କିଛି ସ୍ୱତନ୍ତ୍ର କରିବ ପାଇଁ କାସ୍ୱେର ଲୋକେ ଚିନ୍ତା କରିଥିଲେ। ବହୁ ଆଲୋଚନା ପରେ ତିରଙ୍ଗା ପତାକା ଶୋଭାଯାତ୍ରା କରାଯିବାକୁ ସ୍ଥିର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story