ଇରାକରେ ୩୯ ଜଣ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଇରାକରେ ୩୯ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ଆଇଏସଏସ୍ ଆତଙ୍କବାଦୀ ସେମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଏହି ଭାରତୀୟଙ୍କୁ ସେଠାକୁ ଅପହରଣ କରି ନିଆଯାଇଥିଲା। ସେମାନେ ନିଖୋଜ ଅଛନ୍ତି ବୋଲି କୁହାଯାଉଥିଲା। ତେବେ ସମସ୍ତ ୩୯ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟସଭାରେ ଏ ସଂପର୍କରେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ମୋସୁଲ ନିକଟରେ ଏହି ଭାରତୀୟମାନଙ୍କର ମୃତଦେହ ମିଳିଥିଲା। ସେଗୁଡ଼ିକୁ ବାଗଦାଦ ଅଣାଯାଇଛି। […]

Sushma-swaraj

Sushma-swaraj

Rakesh Mallick
  • Published: Tuesday, 20 March 2018
  • Updated: 20 March 2018, 01:04 PM IST

ନୂଆଦିଲ୍ଲୀ: ଇରାକରେ ୩୯ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ଆଇଏସଏସ୍ ଆତଙ୍କବାଦୀ ସେମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଏହି ଭାରତୀୟଙ୍କୁ ସେଠାକୁ ଅପହରଣ କରି ନିଆଯାଇଥିଲା। ସେମାନେ ନିଖୋଜ ଅଛନ୍ତି ବୋଲି କୁହାଯାଉଥିଲା। ତେବେ ସମସ୍ତ ୩୯ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟସଭାରେ ଏ ସଂପର୍କରେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ମୋସୁଲ ନିକଟରେ ଏହି ଭାରତୀୟମାନଙ୍କର ମୃତଦେହ ମିଳିଥିଲା। ସେଗୁଡ଼ିକୁ ବାଗଦାଦ ଅଣାଯାଇଛି। ଖୁବ ଶୀଘ୍ର ଏହାକୁ ଭାରତ ଅଣାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱରାଜ। ମୃତକଙ୍କ ମଧ୍ୟରେ ଅଧିକାଂଶ ପଞ୍ଜାବର । ଏମାନେ ସମସ୍ତେ ଶ୍ରମିକ ଶ୍ରେଣୀର।

୨୦୧୪ରେ ଏମାନଙ୍କୁ ଅପହରଣ କରିନିଆଯାଇଥିଲା। ଅପହରଣକାରୀଙ୍କ ମଧ୍ୟରୁ ହରଜିତ୍ ମାସି ନାମକ ଜଣେ ବ୍ୟକ୍ତି ଖସି ଆସିଥିଲେ। ସମସ୍ତଙ୍କୁ ଆଇଏସ୍ଏସ୍ ଆତଙ୍କବାଦୀ ଅତି ବର୍ବର ଭାବେ ହତ୍ୟା କରିଛନ୍ତି ବୋଲି ସେ କହିଥିଲେ। ହତ୍ୟାର ପ୍ରମାଣ ଏଯାଏ ମିଳିନାହିଁ ବୋଲି ସେତେବେଳେ ସରକାର କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story