ଭୂମି ପୂଜନ ବେଳେ ଆମେରିକାର ଟାଇମ୍ସ ସ୍କୋୟାରରେ ଲାଗିବ ଭଗବାନ ରାମଙ୍କ ଛବି

ନ୍ୟୁୟର୍କ: ଭଗବାନ ରାମ ଓ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ୩ଡି ଆକୃତିର ଛବି ଆମେରିକାର ନ୍ୟୁୟର୍କ ସହରରେ ଥିବା ଟାଇମ୍ସ ସ୍କୋୟାରର ବିଲବୋର୍ଡରେ ଲାଗିବ। ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିବେ। ଏହି ଐତିହାସିକ ଦିନର ମୁକଶାଖୀ ବନିବା ପାଇଁ ଆମେରିକାରେ ଏଭଳି ଆୟୋଜନ କରାଯାଉଛି। ଆମେରିକା ଇଣ୍ଡିଆ ପବ୍ଲିକ ବ୍ୟାପାର କମିଟିର ସଭାପତି ଜଗଦୀଶ ସେୱାନି କହିଛନ୍ତି, ଅଗଷ୍ଟ ୫ରେ ସେହି ଐତିହାସିକ […]

de

de

Hemant Lenka
  • Published: Thursday, 30 July 2020
  • Updated: 30 July 2020, 03:09 PM IST

Sports

Latest News

ନ୍ୟୁୟର୍କ: ଭଗବାନ ରାମ ଓ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ୩ଡି ଆକୃତିର ଛବି ଆମେରିକାର ନ୍ୟୁୟର୍କ ସହରରେ ଥିବା ଟାଇମ୍ସ ସ୍କୋୟାରର ବିଲବୋର୍ଡରେ ଲାଗିବ। ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିବେ। ଏହି ଐତିହାସିକ ଦିନର ମୁକଶାଖୀ ବନିବା ପାଇଁ ଆମେରିକାରେ ଏଭଳି ଆୟୋଜନ କରାଯାଉଛି।

ଆମେରିକା ଇଣ୍ଡିଆ ପବ୍ଲିକ ବ୍ୟାପାର କମିଟିର ସଭାପତି ଜଗଦୀଶ ସେୱାନି କହିଛନ୍ତି, ଅଗଷ୍ଟ ୫ରେ ସେହି ଐତିହାସିକ ମୁହୂର୍ତ୍ତକୁ ପାଳନ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି।

ଟାଇମ୍ସ ସ୍କୋୟାରରେ ଥିବା ବିଲବୋର୍ଡଗୁଡ଼ିକରେ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ହିନ୍ଦୀ ଓ ଇଂରାଜୀରେ ଜୟ ଶ୍ରୀରାମ ଲେଖାଯିବ। ଭଗବାନ ରାମଙ୍କ ଚିତ୍ରିତ ଛବି ଓ ଭିଡିଓ, ମନ୍ଦିରର ଡିଜାଇନ ଓ କଳା ସଂସ୍କୃତିକୁ ୩ଡି ଆକାରରେ ପ୍ରଦର୍ଶିତ କରାଯିବ। ଏହାସହ ଭୂମି ପୂଜନ ବେଳର ଫଟୋ ମଧ୍ୟ ସମସ୍ତଙ୍କୁ ଦେଖିବାକୁ ସୁଯୋଗ ମିଳିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story