ଜାପାନ ଜାହାଜରେ ଥିବା ଆଉ ଜଣେ ଭାରତୀୟ କରୋନାରେ ଆକ୍ରାନ୍ତ

ଟୋକିଓ: ଜାପାନର ଜାହାଜରେ ଥିବା ପୁଣି ଜଣେ ଭାରତୀୟ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଏନେଇ ଆଜି ଜାପାନାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଜାପାନର ଏହି ଜାହାଜରେ ୧୦୦ରୁ ଅଧିକ ଭାରତୀୟଙ୍କ ସମେତ ୩୭ ଶହ ଯାତ୍ରୀ ରହିଛନ୍ତି। ଏମାନଙ୍କୁ ଜାପାନର ୟୋକୋହାମ ବନ୍ଦର ନିକଟରେ ସମସ୍ତ ଜାହାଜ ଠାରୁ ଅଲଗା ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ଥିବା ଲୋକଙ୍କ ମଧ୍ୟରୁ ୨୧୮ ଜଣ କରୋନା ଭାଇରସରେ ଆକ୍ରାନ୍ତ […]

en

en

Hemant Lenka
  • Published: Friday, 14 February 2020
  • Updated: 14 February 2020, 05:20 PM IST

Sports

Latest News

ଟୋକିଓ: ଜାପାନର ଜାହାଜରେ ଥିବା ପୁଣି ଜଣେ ଭାରତୀୟ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଏନେଇ ଆଜି ଜାପାନାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଜାପାନର ଏହି ଜାହାଜରେ ୧୦୦ରୁ ଅଧିକ ଭାରତୀୟଙ୍କ ସମେତ ୩୭ ଶହ ଯାତ୍ରୀ ରହିଛନ୍ତି।

ଏମାନଙ୍କୁ ଜାପାନର ୟୋକୋହାମ ବନ୍ଦର ନିକଟରେ ସମସ୍ତ ଜାହାଜ ଠାରୁ ଅଲଗା ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ଥିବା ଲୋକଙ୍କ ମଧ୍ୟରୁ ୨୧୮ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ଜାହାଜରେ ଥିବା ଦୁଇ ଜଣ ଭାରତୀୟ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ଏବେ ଆଉ ଜଣେ ଭାରତୀୟ କ୍ରୁ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାହାଜରେ ଥିବା ଅନ୍ୟ ଭାରତୀୟଙ୍କ ସହ ଦୂତାବାସ ପକ୍ଷରୁ ସମ୍ପର୍କ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ଡାଇମଣ୍ଡ ପ୍ରିନ୍ସସେସ୍‌ ଥିବା ଅନ୍ୟ କୌଣସି ଭାରତୀୟଙ୍କ ଶରୀରରେ କରୋନା ଭୂତାଣୁ ଠାବ କରାଯାଇନାହିଁ। ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।”

ଡାଇମଣ୍ଡ ପ୍ରିନ୍ସସେସ୍‌ ନାମକ ଏହି ଜାହାଜଟି ଜାପାନର ୟୋକୋହାମ ବନ୍ଦରରୁ ଜାନୁଆରୀ ୨୦ରେ ବାହାରିଥିଲା। ଜାନୁଆରୀ ୨୫ରେ ଏହି ଜାହାଜରୁ ହଂକଂଠାରେ ଜଣେ ବ୍ୟକ୍ତି ଓହ୍ଲାଇଥିଲେ। ତେବେ ଏହି ବ୍ୟକ୍ତି କରୋନାରେ ଆକ୍ରାନ୍ତ ଥିବା ଜାହାଜ ନିକଟରେ ଖବର ପହଞ୍ଚିଥିଲା। ଗତ ସୋମବାର ଏହା ଜାପାନ ଉପକୂଳରେ ପହଞ୍ଚିଥିଲା।

ସେବେଠାରୁ ଫେବୃଆରୀ ୧୯ ଯାଏ ଜାହାଜକୁ କରୋନା ଭାଇରସ ପରୀକ୍ଷା ନୀରିକ୍ଷା ପାଇଁ ଅଲଗା କରି ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ଥିବା ଭାରତୀୟମାନେ ଅନେକ ଥର ଭାରତ ସରକାରଙ୍କୁ ଭିଡିଓ ଜାରି କରି ଉଦ୍ଧାର କରିବାକୁ ନିବେଦନ କରୁଛନ୍ତି। ହେଲେ ଭାରତ ସରକାର କୌଣସି ପଦକ୍ଷେପ ନେବାକୁ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story