ବିଦେଶରେ ଚନ୍ଦ୍ରବାବୁ, ବିଜେପିରେ ମିଶିଲେ ଟିଡିପିର ୪ ରାଜ୍ୟସଭା ସାଂସଦ

ହାଇଦ୍ରାବାଦ୍‌: ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡପି) ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ଶକ୍ତ ଝଟ୍‌କା ଲାଗିଛି। ଚନ୍ଦ୍ରବାବୁ ବର୍ତ୍ତମାନ ବିଦେଶ ଗସ୍ତରେ ଥିବାବେଳେ ଆଜି ଟିଡିପିର ୪ ଜଣ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି। ଏହି ୪ ଜଣ ସାଂସଦ ହେଲେ ୱାଇଏସ୍‌ ଚୌଦରୀ, ସିଏମ୍‌ ରମେଶ, ଗାରିକାପୋଆଟି ମୋହନ ରାଓ ଏବଂ ଟିଜି ଭେଙ୍କଟେଶ। ଏହି ୪ ଜଣ ସାଂସଦ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି […]

tdp

tdp

Hemant Lenka
  • Published: Thursday, 20 June 2019
  • Updated: 20 June 2019, 06:24 PM IST

Sports

Latest News

ହାଇଦ୍ରାବାଦ୍‌: ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡପି) ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ଶକ୍ତ ଝଟ୍‌କା ଲାଗିଛି। ଚନ୍ଦ୍ରବାବୁ ବର୍ତ୍ତମାନ ବିଦେଶ ଗସ୍ତରେ ଥିବାବେଳେ ଆଜି ଟିଡିପିର ୪ ଜଣ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି। ଏହି ୪ ଜଣ ସାଂସଦ ହେଲେ ୱାଇଏସ୍‌ ଚୌଦରୀ, ସିଏମ୍‌ ରମେଶ, ଗାରିକାପୋଆଟି ମୋହନ ରାଓ ଏବଂ ଟିଜି ଭେଙ୍କଟେଶ। ଏହି ୪ ଜଣ ସାଂସଦ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁଙ୍କୁ ଭେଟି ପ୍ରଥମେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେମାନେ ବିଜେପି କାର୍ଯ୍ୟାଳୟରେ ନଡ୍ଡାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।

ବିଜେପିର ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନଥିବାରୁ ଏକାଧିକ ବିଲ୍‌ ପାସ୍‌ କରାଇବାରେ ବିଜେପି ନେତୃତ୍ୱାଧୀନ ସରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ବିଜେପି ମଧ୍ୟ ତା’ର ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ରହିଛି। ଏହି ଲକ୍ଷ୍ୟ ପୂରଣ ଦିଗରେ ଆଜିର ଦିନ ପ୍ରଥମ ପାହାଚ କୁହାଯାଉଛି। ଅନ୍ୟପକ୍ଷରେ ରାଜ୍ୟସଭାରେ ଟିଡିପିର ମୋଟ ୬ ଜଣ ସାଂସଦ ରହିଛନ୍ତି। ଏହି ୪ ଜଣଙ୍କ ଇସ୍ତଫାପରେ ଟିଡିପି ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୨କୁ ଖସିଆସିଛି।

ଏହାପୂର୍ବରୁ ଟିଡିପିର ଏକାଧିକ ବରିଷ୍ଠ ନେତା ଓ ପୂର୍ବତନ ବିଧାୟକମାନେ କାକିନାଡ଼ାରେ ଥିବା ଏକ ହୋଟେଲ୍‌ରେ ରୁଦ୍ଧଦ୍ୱାର ବୈଠକ କରି ସେମାନଙ୍କ ଆଗାମୀ ରାଜନୀତିକ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିବା ସୂଚନା ମିଳିଥିଲା। ଏହା ପରେ ହିଁ ସେମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ।

ଗୋଟିଏ ପଟେ ବିଜେପି ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ଏକାଧିକ ଦଳର ନେତା ପଦ୍ମ ଧରିବାକୁ ଇଚ୍ଛା ପ୍ରକାଶ କରୁଥିବା କଥା ଘୋଷଣା କରିଥିବା ବେଳେ ଅନ୍ୟପଟେ ଏଭଳି ଖବର ସାମ୍ନାକୁ ଆସିଛି। ନିକଟରେ ଶେଷ ହୋଇଥିବା ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ୱାଇଏସ୍‌ଆର କଂଗ୍ରେସ ୧୫୧ଟି ଆସନ ଜିତିଥିବା ବେଳେ ଟିଡିପି ମାତ୍ର ୨୩ରେ ବାଜିମାତ କରିଥିଲା। ସେହିପରି ୨୫ଟି ଲୋକସଭା ଆସନରୁ ଟିଡିପି ମାତ୍ର ୩ଟିରେ ଜିତିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story