ସିଏବି ଉପରେ ୪୩ଟି ସଂଶୋଧିତ ପ୍ରସ୍ତାବ

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଆଗତ ହୋଇଥିବା ନାଗରିକତା ସଂଶୋଧନ ବିଲ(ସିଏବି) ଉପରେ ୪୩ଟି ସଂଶୋଧନ ପ୍ରସ୍ତାବ ଆଗତ ହୋଇଛି। ବିରୋଧୀ ଦଳଗୁଡ଼ିକ ବିଲ୍‌ରେ ପରିବର୍ତ୍ତନ କରିବାକୁ ଚାହୁଁଥିବା ବିଷୟବସ୍ତୁ ଗୁଡ଼ିକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ଆଗରେ ଉପସ୍ଥାପନ କରିଛନ୍ତି। ବିଲ୍‌ରେ ସର୍ବାଧିକ ୧୩ଟି ସଂଶୋଧନ ପାଇଁ ମମତା ବାନାର୍ଜୀଙ୍କ ଦଳ ଟିଏମସି ଦେଇଥିବା ବେଳେ କଂଗ୍ରେସ ୩ଟି ସଂଶୋଧନ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ସେହିପରି କଂଗ୍ରେସ ଓ ବାମପନ୍ଥୀ ଦଳ ପକ୍ଷରୁ ବିଲକୁ ସଂସଦର ସିଲେକ୍ଟ […]

cab

cab

Hemant Lenka
  • Published: Wednesday, 11 December 2019
  • Updated: 11 December 2019, 05:44 PM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଆଗତ ହୋଇଥିବା ନାଗରିକତା ସଂଶୋଧନ ବିଲ(ସିଏବି) ଉପରେ ୪୩ଟି ସଂଶୋଧନ ପ୍ରସ୍ତାବ ଆଗତ ହୋଇଛି। ବିରୋଧୀ ଦଳଗୁଡ଼ିକ ବିଲ୍‌ରେ ପରିବର୍ତ୍ତନ କରିବାକୁ ଚାହୁଁଥିବା ବିଷୟବସ୍ତୁ ଗୁଡ଼ିକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ଆଗରେ ଉପସ୍ଥାପନ କରିଛନ୍ତି।

ବିଲ୍‌ରେ ସର୍ବାଧିକ ୧୩ଟି ସଂଶୋଧନ ପାଇଁ ମମତା ବାନାର୍ଜୀଙ୍କ ଦଳ ଟିଏମସି ଦେଇଥିବା ବେଳେ କଂଗ୍ରେସ ୩ଟି ସଂଶୋଧନ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ସେହିପରି କଂଗ୍ରେସ ଓ ବାମପନ୍ଥୀ ଦଳ ପକ୍ଷରୁ ବିଲକୁ ସଂସଦର ସିଲେକ୍ଟ କମିଟି ନିକଟକୁ ପଠାଇବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos