ଚୀନ୍‌: ବେଆଇନ୍‌ ଖଣି ଖାଦନ ଯୋଗୁଁ ଭୂସ୍ଖଳନ, ୫ ମୃତ, ୫ ଆହତ

ବେଜିଂ:ବେଆଇନ୍‌ ଭାବେ ମାଇନିଂ ଯୋଗୁଁ ଭୂସ୍ଖଳନ ହେବାରୁ ଚୀନ୍‌ର ହେବାଇ ପ୍ରଦେଶରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଆଜି ପ୍ରଶାସନ ସୂଚନା ଦେଇଛି। ସେହିପରି ଗତକାଲି ଭୋର ୫ଟା ବେଳେ ତାଙ୍ଗଶାନ୍‌ ସହରର ଫେନ୍‌ଗ୍ରୁନ ଜିଲ୍ଲାରେ ସେହି କାରଣରୁ ଭୂସ୍ଖଳନ ହେବାରୁ ୫ ଜଣ ଗୁରୁତର ଆହତ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଥିଲା। ଗଣମାଧ୍ୟମ ଖବର ଅନୁସାରେ ଏହି ଦୁର୍ଘଟଣା ମାମଲାରେ ୪ ଜଣଙ୍କୁ ଗିରଫ କରି ପୋଲିସ ତନାଘନା ଜାରି ରଖିଛି।

landslide

landslide

Rakesh Mallick
  • Published: Sunday, 07 August 2016
  • Updated: 04 May 2017, 03:44 PM IST

Sports

Latest News

ବେଜିଂ:ବେଆଇନ୍‌ ଭାବେ ମାଇନିଂ ଯୋଗୁଁ ଭୂସ୍ଖଳନ ହେବାରୁ ଚୀନ୍‌ର ହେବାଇ ପ୍ରଦେଶରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଆଜି ପ୍ରଶାସନ ସୂଚନା ଦେଇଛି।

ସେହିପରି ଗତକାଲି ଭୋର ୫ଟା ବେଳେ ତାଙ୍ଗଶାନ୍‌ ସହରର ଫେନ୍‌ଗ୍ରୁନ ଜିଲ୍ଲାରେ ସେହି କାରଣରୁ ଭୂସ୍ଖଳନ ହେବାରୁ ୫ ଜଣ ଗୁରୁତର ଆହତ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଥିଲା।

ଗଣମାଧ୍ୟମ ଖବର ଅନୁସାରେ ଏହି ଦୁର୍ଘଟଣା ମାମଲାରେ ୪ ଜଣଙ୍କୁ ଗିରଫ କରି ପୋଲିସ ତନାଘନା ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos