ସେରମ ଇନଷ୍ଟିଚ୍ୟୁଟ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ

ପୁଣେ: କରୋନା ଟିକା ପ୍ରସ୍ତୁତ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବିଲ୍ଡିଂ ଅଗ୍ନିକାଣ୍ଡ ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବିଲଡିଂ ମଧ୍ୟରୁ ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଏବେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ସେରମରେ ନିଆଁ ଲାଗିଥିଲେ ହେଁ ଏହା ମଧ୍ୟରେ ଥିବା ଟିକା ଉତ୍ପାଦନ ୟୁନିଟି ଓ ଟିକା ସଂରକ୍ଷଣ ୟୁନିଟି […]

ds

ds

Hemant Lenka
  • Published: Thursday, 21 January 2021
  • Updated: 21 January 2021, 06:29 PM IST

Sports

Latest News

ପୁଣେ: କରୋନା ଟିକା ପ୍ରସ୍ତୁତ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବିଲ୍ଡିଂ ଅଗ୍ନିକାଣ୍ଡ ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବିଲଡିଂ ମଧ୍ୟରୁ ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଏବେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ସେରମରେ ନିଆଁ ଲାଗିଥିଲେ ହେଁ ଏହା ମଧ୍ୟରେ ଥିବା ଟିକା ଉତ୍ପାଦନ ୟୁନିଟି ଓ ଟିକା ସଂରକ୍ଷଣ ୟୁନିଟି ସଂପୂର୍ଣ୍ଣ ସୁରକ୍ଷିତ ରହିଥିବା ଜଣାପଡ଼ିଛି।

ଆଜି ଅପରାହ୍ନ ୨.୪୫ରେ ହଠାତ୍‌ ସେରମ ଇନଷ୍ଟିଚ୍ୟୁଟର ମଞ୍ଜରୀ ଅଞ୍ଚଳରେ ଥିବା ଟର୍ମିନାଲ-୧ର ଗେଟ୍‌ ନିକଟରେ ଭୟଙ୍କର ନିଆଁ ଲାଗି ଯାଇଥିଲା। ଏଠାରେ ଥିବା ସେରମର ନୂଆ ବିଲଡିଂରେ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ବର୍ତ୍ତମାନ ସୁଦ୍ଧ ୧୨ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ଗୋଟିଏ ଏନଡିଆରଏଫ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁ ମଧ୍ୟରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ।

ସନ୍ଧ୍ୟା ୬ଟା ଯାଏ ଅଗ୍ନିକାଣ୍ଡରେ କେହି ପ୍ରାଣ ହରାଇ ନଥିବା ପୁଲିସ୍‌ ପ୍ରଶାସନ କହୁଥିଲା। କିନ୍ତୁ ଏବେ ହଠାତ୍‌ ୫ ଜଣଙ୍କ ମୃତଦେହ ବିଲଡିଂ ମଧ୍ୟରୁ ଉଦ୍ଧାର କରାଯାଇଛି। ପୁଣେ ମେୟର ମୁରଲୀଧର କହିଛନ୍ତି, ସେରମ ବିଲଡିଂ ମଧ୍ୟରୁ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆମ ଯବାନ ଏହାକୁ ଉଦ୍ଧାର କରିଛନ୍ତି। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। କିନ୍ତୁ ଶଟସିର୍କିଟ ଯୋଗୁ ଏଭଳି ଘଟିଥିବା ଆଶଙ୍କା କରାଯାଉଥିବା ସେ ସୂଚନା ଦେଇଛନ୍ତି।

ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଆଦର ପୁନାୱାଲା ମଧ୍ୟ ମୃତାହତ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, କୋଭିସିଲ୍ଡ ଟିକା ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ପୂର୍ବଭଳି ଟିକା ଉତ୍ପାଦନ କାର୍ଯ୍ୟ ବ୍ୟାହତ ରହିଛି। କାରଣ ସେରମ ପକ୍ଷରୁ ତିଆରି କରାଯାଉଥିବା ନୂଆ ବିଲଡିଂରେ ହିଁ ଏହି ଅଗ୍ନିକାଣ୍ଡ ଘଟିଛି। ପୂର୍ବରୁ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳି ନଥିଲା। ହେଲେ ଏବେ ଆମ ପାଖରେ ଅତ୍ୟନ୍ତ ଦୁଃଖଦ ଖବର ପହଞ୍ଚିଛି।

ଭାରତରେ କୋଭିସିଲ୍ଡ ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଏପରି କି ସେରମ ପକ୍ଷରୁ ପୂର୍ବରୁ ହିଁ ୫୦ରୁ ୬୦ ମିଲିୟନ କରୋନା ଟିକା କୋଭିସିଲ୍ଡ ପ୍ରସ୍ତୁତ କରାଯାଇଥିଲା। ଆଜିର ଅଗ୍ନିକାଣ୍ତ ଏହା ଉପରେ କ’ଣ ପ୍ରଭାବ ପକାଇଛି, ତାହା ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story