କେନ୍ଦ୍ରୀୟ ପୁଲିସ୍‌ ବଳର ୫୦ ହଜାର ଡାକ୍ତରଙ୍କୁ ପ୍ରଥମ ଦଫାରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତରେ ଆରମ୍ଭ ହେବ କରୋନା ପାଇଁ ଟିକାକରଣ। ପ୍ରଥମ ଦଫାରେ ୩ କୋଟି ଲୋକଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଏମାନଙ୍କ ଭିତରେ କେନ୍ଦ୍ରୀୟ ପୁଲିସ ବଳର ପ୍ରାୟ ୫୦ ହଜାର ଡାକ୍ତରଙ୍କୁ ଟିକା ମିଳିବ ବୋଲି ଜଣାପଡ଼ିଛି। ଏହି ଡାକ୍ତରମାନଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଟିକା ଦିଆଯିବ। ଏଥିପାଇଁ କେନ୍ଦ୍ର ସୁରକ୍ଷା ବଳର ମୁଖ୍ୟଙ୍କୁ ଡାକ୍ତରଙ୍କ ତଥ୍ୟ ପ୍ରସ୍ତୁତ କରିବାକୁ କୁହାଯାଇଛି। ଦେଶର ଘରୋଇ ଓ ସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି […]

ra

ra

Hemant Lenka
  • Published: Thursday, 10 December 2020
  • Updated: 10 December 2020, 09:45 PM IST

Sports

Latest News

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତରେ ଆରମ୍ଭ ହେବ କରୋନା ପାଇଁ ଟିକାକରଣ। ପ୍ରଥମ ଦଫାରେ ୩ କୋଟି ଲୋକଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଏମାନଙ୍କ ଭିତରେ କେନ୍ଦ୍ରୀୟ ପୁଲିସ ବଳର ପ୍ରାୟ ୫୦ ହଜାର ଡାକ୍ତରଙ୍କୁ ଟିକା ମିଳିବ ବୋଲି ଜଣାପଡ଼ିଛି।

ଏହି ଡାକ୍ତରମାନଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଟିକା ଦିଆଯିବ। ଏଥିପାଇଁ କେନ୍ଦ୍ର ସୁରକ୍ଷା ବଳର ମୁଖ୍ୟଙ୍କୁ ଡାକ୍ତରଙ୍କ ତଥ୍ୟ ପ୍ରସ୍ତୁତ କରିବାକୁ କୁହାଯାଇଛି। ଦେଶର ଘରୋଇ ଓ ସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଏମାନେ ମଧ୍ୟ ଫ୍ରଣ୍ଟଲାଇନ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବାରୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଗୁରୁବାର ଟିକାକରଣ ବ୍ୟବସ୍ଥା ଉପରେ ଗୃହ ସଚିବ ଅଜୟ ଭଲ୍ଲାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କୁହାଯାଇଛି ଯେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ହିଁ ଫ୍ରଣ୍ଟଲାଇନ ୱାର୍କର କିଏ, ସେକଥା ନିର୍ଦ୍ଦାରଣ କରିବ। ଏହି ତାଲିକା ଅନୁସାରେ ପ୍ରଥମ ଦଫାରେ ଲୋକଙ୍କୁ ଟିକା ଦିଆଯିବ।

ସେହିପରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତାଲିକା ପ୍ରସ୍ତୁତ କରିବା ବେଳେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସହ ଆଲୋଚନା କରିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କେନ୍ଦ୍ରୀୟ ପୁଲିସ ବଳର ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ ପ୍ରଥମ ଦଫାରେ ଟିକା ନେବାକୁ ଥିବା ଲୋକଙ୍କ ତାଲିକାରେ ସାମିଲ କରିଛି।

ଜଣେ ଅଧିକାରୀ କହିଛନ୍ତି, ଫ୍ରଣ୍ଟ ଲାଇନ ୱାର୍କର୍ସଙ୍କ ତାଲିକା ବିଭିନ୍ନ ସୂତ୍ରରୁ ତଥ୍ୟ ନେଇ ପ୍ରକାଶ କରାଯିବ। ଏହା ମଧ୍ୟରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ, ହୋମଗାର୍ଡ, ଅଗ୍ନିଶମ କର୍ମଚାରୀ, ସିଭିଲ ଡିଫେନ୍ସ ଓ ବିପର୍ଯ୍ୟୟ ପ୍ରଶମନ ଏଜେନ୍ସି ରହିଛନ୍ତି। ସେମାନଙ୍କୁ ଜରୁରୀ କାଳୀନ ଭିତ୍ତରେ କେଉଁମାନଙ୍କୁ ଟିକା ନେବା ଜରୁରୀ, ତା’ର ତାଲିକା ପ୍ରକାଶ କରିବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story