ଜଙ୍ଗଲ ମଧ୍ୟରେ ଥିବା ବିରାଟ ଗାତରେ ପଡ଼ି ୬ ଶ୍ରମିକଙ୍କ ଜୀବନ ଗଲା

ଗୌହାଟୀ: ମେଘାଳୟର ପୂର୍ବ ଜୈନ୍ତିଆ ହିଲ୍ସର ଗୋଟିଏ ଜଙ୍ଗଲରେ ବଡ଼ଧରରଣ ଅଘଟଣ ଘଟିଛି। ଜଙ୍ଗଲ ମଧ୍ୟରେ ଥିବା ଗୋଟିଏ ୧୫୦ ଫୁଟ ଗଭୀର ଗାତରେ ପଡ଼ି ୬ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ମୃତ ଶ୍ରମିକମାନଙ୍କ ଘର ଆସାମରେ ବୋଲି ଜଣାପଡ଼ିଛି। ୨୦୧୮ ଡିସେମ୍ବର ଏହି ଜିଲ୍ଲାର ଗୋଟିଏ ଜଙ୍ଗଲରେ ଥିବା ଗୁପ୍ତ ଗାତରେ ପ୍ରବେଶ କରି ୧୮ ଜଣ ଶ୍ରମିକ ନିଖୋଜ ହୋଇଯାଇଥିଲେ। ଏବେ ପୁଣି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା […]

va

va

Hemant Lenka
  • Published: Friday, 22 January 2021
  • Updated: 22 January 2021, 05:15 PM IST

Sports

Latest News

ଗୌହାଟୀ: ମେଘାଳୟର ପୂର୍ବ ଜୈନ୍ତିଆ ହିଲ୍ସର ଗୋଟିଏ ଜଙ୍ଗଲରେ ବଡ଼ଧରରଣ ଅଘଟଣ ଘଟିଛି। ଜଙ୍ଗଲ ମଧ୍ୟରେ ଥିବା ଗୋଟିଏ ୧୫୦ ଫୁଟ ଗଭୀର ଗାତରେ ପଡ଼ି ୬ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ମୃତ ଶ୍ରମିକମାନଙ୍କ ଘର ଆସାମରେ ବୋଲି ଜଣାପଡ଼ିଛି।

୨୦୧୮ ଡିସେମ୍ବର ଏହି ଜିଲ୍ଲାର ଗୋଟିଏ ଜଙ୍ଗଲରେ ଥିବା ଗୁପ୍ତ ଗାତରେ ପ୍ରବେଶ କରି ୧୮ ଜଣ ଶ୍ରମିକ ନିଖୋଜ ହୋଇଯାଇଥିଲେ। ଏବେ ପୁଣି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

ସ୍ଥାନୀୟ ଲୋକ କହିଛନ୍ତି, ଜଙ୍ଗଲ ମଧ୍ୟରେ ବେଆଇନ ଖଣି ଖନନ କାର୍ଯ୍ୟରେ ଏହି ମୃତ ୬ ଶ୍ରମିକ ନିୟୋଜିତ ଥିଲେ। ତେବେ ସରକାର ଏଯାଏ ଉକ୍ତ ଗାତରୁ କୌଣସି ଖଣିର ସନ୍ଧାନ ପାଇ ନାହାନ୍ତି। ପୂର୍ବ ଜୈନ୍ତିଆ ହିଲ୍ସର ଡେପୁଟି କମିଶନର କହିଛନ୍ତି, ଘଟଣା ଘଟିଥିବା ସ୍ଥାନରୁ କୌଣସି କୋଇଲା ପଦାର୍ଥ ମିଳିନାହିଁ।

ତେଣୁ ଶ୍ରମିକମାନେ ଯେ ବେଆଇନ ଖଣି ଖନନ କାର୍ଯ୍ୟରେ ନିୟୋଜିତ ଥିବା, ଆମେ କହିପାରିବା ନାହିଁ। କିନ୍ତୁ ଜଙ୍ଗଲ ମଧ୍ୟରେ କିଛି ଜମି ଖୋଳା କାର୍ଯ୍ୟ ଚାଲିଥିବା ଖବର ଆମେ ପାଇଛୁ। ଗ୍ରୀନ ଟ୍ରିବ୍ୟୁନାଲ ମେଘାଳୟରେ କୋଇଲା ଖନନକୁ ସଂପୂର୍ଣ୍ଣ ରୂପେ ବ୍ୟାନ କରିଛନ୍ତି। ତେଣୁ କ’ଣ ପାଇଁ ଜଙ୍ଗଲ ମଧ୍ୟରେ ଏତେ ବଡ଼ ଗାତ କରାଯାଇଥିଲା ଓ ଶ୍ରମିକମାନଙ୍କ ମୃତ୍ୟୁର କାରଣ କ’ଣ, ସେ ବିଷୟରେ ତଦନ୍ତ କରୁଛୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story