ପ୍ରସିଦ୍ଧ ସୁଖଦେବ ଢାବାର ୬୫ ଜଣ କର୍ମଚାରୀଙ୍କୁ କରୋନା

ଚଣ୍ଡିଗଡ଼: ହରିଆଣାର ମୁର୍ଥାଲଠାରେ ଥିବା ଦେଶର ଅନ୍ୟତମ ପ୍ରସିଦ୍ଧ ସୁଖଦେବ ଢାବା ବର୍ତ୍ତମାନ କରୋନାର ହଟସ୍ପଟ ପାଲଟି ଯାଇଛି। ଏହି ପ୍ରସିଦ୍ଧ ଢାବାର ୬୫ ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ପୂରା ହଇଚଇ ସୃଷ୍ଟି ହୋଇଛି। ତେବେ ସମସ୍ତ ୬୫ ଜଣ ଯାକ କର୍ମଚାରୀଙ୍କର କୌଣସି ଲକ୍ଷଣ ନଥିଲା।

ତଥାପି ସେମାନଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ଢାବାକୁ ଦୁଇ ଦିନ ବନ୍ଦ ରଖାଯାଇଛି ଓ ଏହାକୁ ବିଶୋଧନ କରାଯାଉଛି। ଏବେ ଢାବାରେ କାର୍ଯ୍ୟ କରୁଥିବା ଅନ୍ୟମାନଙ୍କର ମଧ୍ୟ ନମୁନା ଟେଷ୍ଟ ପାଇଁ ପଠା ଯାଇଛି।

ଅମରିକ ସୁଖଦେବ ଢାବା ଦିଲ୍ଲୀ, ହରିଆଣା ଓ ପଞ୍ଜାବକୁ ସଂଯୋଗ କରୁଥିବା ଜାତୀୟ ରାଜପଥ କଡ଼ରେ ରହିଛି। ପ୍ରତିଦିନ ଏଠାରେ ଶହଶହ ଲୋକ ଖାଦ୍ୟ ଖାଇଥାଆନ୍ତି। ଢାବା ପାଖରେ ହୋଟେଲ ଓ ବାହାଘର ପାଇଁ ମଣ୍ଡପ ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ

ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା

କୃଷ୍ଣ ଜନ୍ମଭୂମି ମାମଲା: ମସଜିଦ ଉଚ୍ଛେଦ ଆବେଦନ ଖାରଜ, କ’ଣ ଥିଲା ପୂରା ଇତିହାସ ଜାଣନ୍ତୁ

ଦେଶରେ ପ୍ରଥମ: ଏହି ରାଜ୍ୟରେ ୨୫% ଛାଡ଼ ହେଲା ସ୍କୁଲ ଫି’

ଆୟକର ରିଟର୍ଣ୍ଣର ଅବଧି ପୁଣି ବଢ଼ିଲା, ନୂଆ ତାରିଖ ସମ୍ପର୍କରେ ଜାଣନ୍ତୁ

କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀଙ୍କ ସୁରକ୍ଷା ସମ୍ପର୍କରେ ପୁଲିସକୁ‌ ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ

ୟୁପିରେ ନିର୍ଭୟା ଗଣଦୁଷ୍କର୍ମର ପୁନରାବୃତ୍ତି: ଯୋଗୀଙ୍କ ଇସ୍ତଫା ଦାବି ଜୋର ଧରିଲା

ଲକ୍ଷେ ମୁହାଁ ଦେଶରେ କରୋନା ମୃତ୍ୟୁସଂଖ୍ୟା

ଅର୍ଗାନ ଡୋନେଟ କରିବେ ଅମିତାଭ, କିନ୍ତୁ ଫ୍ୟାନ୍‌ ଉଠାଇଲେ ପ୍ରଶ୍ନ

ହାଥରସ ମାମଲା: ପୀଡ଼ିତା ଦୁଷ୍କର୍ମର ଶିକାର ହୋଇ ନାହାନ୍ତି କହିଲେ ଆଇଜି

ବାବ୍ରି ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇ ଅବସର ନେବେ ଜଷ୍ଟିସ୍ ଏସ.କେ ଯାଦବ

ହାଥରସ ଦୁଷ୍କର୍ମ ମାମଲା, ଯୋଗୀଙ୍କ ସହ କଥା ହେଲେ ମୋଦି

ଜାପାନ ଯିବେ ଜୟଶଙ୍କର, ବଢ଼ିଲା ଚୀନର ଟେନସନ