୭.୭ ଭୂକମ୍ପ ପରେ ଜାରି ହେଲା ସୁନାମୀ ଆଲର୍ଟ

ମିଆମି: ଶକ୍ତିଶାଳୀ ଭୂକମ୍ପରେ ଥରିଛି କାରବିୟାନ। କାରବିୟାନ ଜାମାଇକା ଓ କ୍ୟୁବା ମଧ୍ୟରେ ଆଜି ୭.୭ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ପରେ କାରବିୟାନରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ସେହିପରି ଭୂକମ୍ପ ଝଟକା ପରେ ଲୋକମାନେ ଖୋଲା ସ୍ଥାନରେ ଦୀର୍ଘ ସମୟ ଧରି ଆଶ୍ରୟ ନେଇଛନ୍ତି। ଆମେରିକାରେ ବିଭିନ୍ନ ସ୍ଥାନରେ ମଧ୍ୟ ଭୂକମ୍ପ ଝଟକା ଦେଖିବାକୁ ମିଳିଛି। ଫଳରେ ଏଠାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆମେରିକା ଜିଓଲୋଜିକାଲ ସର୍ଭେର ରିପୋର୍ଟ […]

ngds

ngds

Hemant Lenka
  • Published: Wednesday, 29 January 2020
  • Updated: 29 January 2020, 09:07 PM IST

Sports

Latest News

ମିଆମି: ଶକ୍ତିଶାଳୀ ଭୂକମ୍ପରେ ଥରିଛି କାରବିୟାନ। କାରବିୟାନ ଜାମାଇକା ଓ କ୍ୟୁବା ମଧ୍ୟରେ ଆଜି ୭.୭ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ପରେ କାରବିୟାନରେ ସୁନାମୀ ଆଲର୍ଟ ଜାରି କରାଯାଇଛି।

ସେହିପରି ଭୂକମ୍ପ ଝଟକା ପରେ ଲୋକମାନେ ଖୋଲା ସ୍ଥାନରେ ଦୀର୍ଘ ସମୟ ଧରି ଆଶ୍ରୟ ନେଇଛନ୍ତି। ଆମେରିକାରେ ବିଭିନ୍ନ ସ୍ଥାନରେ ମଧ୍ୟ ଭୂକମ୍ପ ଝଟକା ଦେଖିବାକୁ ମିଳିଛି। ଫଳରେ ଏଠାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆମେରିକା ଜିଓଲୋଜିକାଲ ସର୍ଭେର ରିପୋର୍ଟ ମୁତାବକ ଜାମାଇକାର ଲୁସିଆ ଠାରୁ ୧୨୫ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା।

ସ୍ଥାନୀୟ ସମୟ ମଧ୍ୟାହ୍ଣ ୨.୧୦ରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ପ୍ରଥମେ ୭.୭ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାପରେ ୬.୧ ତୀବ୍ରତାର ଭୂକମ୍ପ ଲୋକେ ଅନୁଭବ କରିଥିଲେ। ଏହି ୬.୧ ତୀବ୍ରତାର ଭୂକମ୍ପରେ କାୟାମା ଦ୍ୱୀପପୁଞ୍ଜ ଥରି ଉଠିଥିଲା।

ଭୂକମ୍ପ ଯୋଗୁ ସମୁଦ୍ର ଜଳପତ ୦.୩ରୁ ଗୋଟିଏ ମିଟର ଉପରକୁ ଉଠିବାର ଆଶଙ୍କା ରହିଛି। ତେଣୁ ଏଠାରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ଏଥିପାଇଁ ଜାମାଇକା, ବେଲିଜା, କ୍ୟୁବା, ହୋଣ୍ଡ୍ରୁଆସ, ମେକ୍ସିକୋ ଓ କାୟାମର ଦ୍ୱୀପପୁଞ୍ଜରେ ସୁନାମୀ ଦ୍ୱାରା ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି।
ତେବେ ଏଯାଏ ଭୂକମ୍ପ ଜନିତ କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story