ପାଲଟା ଆକ୍ରମଣ କଲା ଭାରତ: ଟଳିଲେ ୭ରୁ ୮ ପାକିସ୍ତାନ ଯବାନ, ବଙ୍କର ବି ଧ୍ୱଂସ

ନୂଆଦିଲ୍ଲୀ: ସୀମା ଉଲ୍ଲଙ୍ଘନ କରିବା ପାକିସ୍ତାନକୁ ମହଙ୍ଗା ପଡ଼ିଛି। ପାକିସ୍ତାନ ଆଗୁଆ ଗୁଳିମାଡ଼ କରିବାରୁ ଭାରତ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ଭାରତୀୟ ସେନାର ପାଲଟା କାର୍ଯ୍ୟାନୁଷ୍ଠାନରେ ୭ରୁ ୮ ଜଣ ପାକିସ୍ତାନୀ ଯବାନ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ମୃତକଙ୍କ ମଧ୍ୟରେ ୨ରୁ ୩ ଜଣ ପାକିସ୍ତାନ ଆର୍ମି ସ୍ପେଶାଲ ସର୍ଭିସ ଗ୍ରୁପ(ଏସଏସଜି)ର ସଦସ୍ୟ ରହିଛନ୍ତି। ୧୦ରୁ ୧୨ ଜଣ ପାକିସ୍ତାନୀ ଯବାନ ଆହତ ମଧ୍ୟ ହୋଇଛନ୍ତି। ଏଥିସହ ଭାରତୀୟ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ପାକିସ୍ତାନର […]

ff

ff

Hemant Lenka
  • Published: Friday, 13 November 2020
  • Updated: 13 November 2020, 07:04 PM IST

Sports

Latest News

ନୂଆଦିଲ୍ଲୀ: ସୀମା ଉଲ୍ଲଙ୍ଘନ କରିବା ପାକିସ୍ତାନକୁ ମହଙ୍ଗା ପଡ଼ିଛି। ପାକିସ୍ତାନ ଆଗୁଆ ଗୁଳିମାଡ଼ କରିବାରୁ ଭାରତ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ଭାରତୀୟ ସେନାର ପାଲଟା କାର୍ଯ୍ୟାନୁଷ୍ଠାନରେ ୭ରୁ ୮ ଜଣ ପାକିସ୍ତାନୀ ଯବାନ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ମୃତକଙ୍କ ମଧ୍ୟରେ ୨ରୁ ୩ ଜଣ ପାକିସ୍ତାନ ଆର୍ମି ସ୍ପେଶାଲ ସର୍ଭିସ ଗ୍ରୁପ(ଏସଏସଜି)ର ସଦସ୍ୟ ରହିଛନ୍ତି। ୧୦ରୁ ୧୨ ଜଣ ପାକିସ୍ତାନୀ ଯବାନ ଆହତ ମଧ୍ୟ ହୋଇଛନ୍ତି।

ଏଥିସହ ଭାରତୀୟ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ପାକିସ୍ତାନର ଏକାଧିକ ବଙ୍କର ଧ୍ୱଂସ ହୋଇଯାଇଛି। ସେହିପରି ସୀମାରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ୍‌ ଉପରେ ମଧ୍ୟ ଭାରତ ଆକ୍ରମଣ କରିଛି। ଏହାର କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ। ଭାରତ ପକ୍ଷରୁ ଆଣ୍ଟି ଟ୍ୟାଙ୍କ ମିସାଇଲ ଦ୍ୱାରା ପାକିସ୍ତାନ ଉପରେ ହମଲା କରାଯାଇଥିଲା। ଏବେ ବି ଜମ୍ମୁ-କଶ୍ମୀର ସ୍ଥିତ ଏକାଧିକ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖାରେ ଗୁଳି ବିନିମୟ ଜାରି ରହିଛି।

ଆଜି ପାକିସ୍ତାନ ସେନା ପକ୍ଷରୁ ମଧ୍ୟାହ୍ନରେ ଉରି ଠାରୁ ଗୁରେଜ ସେକ୍ଟର ଯାଏ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଆକ୍ରମଣ କରାଯାଇଥିଲା। ସେହିପରି କେରନ ସେକ୍ଟର ନିକଟରେ ପାକିସ୍ତାନ ଗୁଳି ମାଡ଼ କରି ଭାରତକୁ ଆତଙ୍କବାଦୀଙ୍କୁ ପଠାଇବାକୁ ପ୍ରୟାସ କରିଥିଲା। ହେଲେ ସୁରକ୍ଷାକର୍ମୀ ପାକିସ୍ତାନର ସବୁ ଉଦ୍ୟମକୁ ପଣ୍ଡ କରି ଦେଇଥିଲା।
https://twitter.com/i/status/1327219841116192768

ଭାରତ ଓ ପାକିସ୍ତାନ ମଧ୍ୟରେ ଏହାକୁ ନେଇ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ଭାରତର ୪ ଜଣ ଯବାନ ସହିଦ ହୋଇଥିଲେ। ସେହିପରି ପାକିସ୍ତାନର ଗୁଳିମାଡ଼ରେ ସୀମାନ୍ତ ଗାଁରେ ରହୁଥିବା ୪ ଜଣ ସାଧାରଣ ଲୋକ ମଧ୍ୟ ପ୍ରାଣ ହରାଇଥିଲେ। ଆଜି ପାକିସ୍ତାନ ସେନା ପ୍ରଥମେ ଉରି ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଭାରତୀୟ ଆଉଟ ପୋଷ୍ଟ ଉପରକୁ ଗୁଳିମାଡ଼ କରିଥିଲା।
https://twitter.com/i/status/1327229202639142915
ଭାରତ ପକ୍ଷରୁ ଏହାର ପାଲଟା ଜବାବ ମଧ୍ୟ ଦିଆଯାଇଥିଲା। ଏହାର କିଛି ସମୟ ପରେ ସ୍ୱଂୟଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ସୀମା ନିକଟବର୍ତ୍ତୀ ଗାଁ ଗୁଡ଼ିକୁ ପାକିସ୍ତାନ ସେନା ଟାର୍ଗେଟ କରିଥିଲା। ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଜଣେ ସାଧାରଣ ଲୋକ ଓ ଜଣେ କନଷ୍ଟେବଲ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ୩ ଜଣ ଯବାନଙ୍କ ମଧ୍ୟରେ ଥିବା ବିଏସ୍ ସବଇନସପେକ୍ଟର ରାକେଶ ଡୋଭାଲଙ୍କ ମୁଣ୍ଡରେ ଗୁଳିମାଡ଼ ହୋଇଥିଲା।

ଏଥିସହ ତାଙ୍କ ନିକଟରେ ଥିବା କନଷ୍ଟେବଲ ବାସୁ ରାଜାଙ୍କ ଗାଲ ଓ ବାହୁରେ ଗୁଳିମାଡ଼ ହୋଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ସେହିପରି ପାକିସ୍ତାନ ଗୁଳିମାଡ଼ରେ ଜଣେ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story