ମଝି ଆକାଶରେ ଦୁଇ ବିମାନ ଧକ୍କା, ୭ ଜଣ ମୃତ

ଆଞ୍ଚୋରେଜେ(ଆଲାସ୍କା): ସଡ଼କ ଭଳି ମଝି ଆକାଶରେ ମଧ୍ୟ ଦୁର୍ଘଟଣା ଘଟିଛି। ମଝି ଆକାଶରେ ଦୁଇଟି ବିମାନ ପରସ୍ପରକୁ ଧକ୍କା ଦେବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ପ୍ରତିନିଧି ରହିଛନ୍ତି। ସେ ଗୋଟିଏ ବିମାନର ପାଇଲଟ ଥିଲେ। ଆଲାସ୍କର ଆଞ୍ଚୋରେଜେ ଅଞ୍ଚଳରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ କେନାଇ ସିଟିର ସୋଲଡୋଣ୍ଟାନ ଏୟାରପୋର୍ଟ ନିକଟରେ ହିଁ ବିମାନ ଦ୍ୱୟ ମଧ୍ୟରେ ଧକ୍କା ହେବା ପରେ […]

y

y

Hemant Lenka
  • Published: Saturday, 01 August 2020
  • Updated: 01 August 2020, 03:08 PM IST

Sports

Latest News

ଆଞ୍ଚୋରେଜେ(ଆଲାସ୍କା): ସଡ଼କ ଭଳି ମଝି ଆକାଶରେ ମଧ୍ୟ ଦୁର୍ଘଟଣା ଘଟିଛି। ମଝି ଆକାଶରେ ଦୁଇଟି ବିମାନ ପରସ୍ପରକୁ ଧକ୍କା ଦେବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ପ୍ରତିନିଧି ରହିଛନ୍ତି। ସେ ଗୋଟିଏ ବିମାନର ପାଇଲଟ ଥିଲେ। ଆଲାସ୍କର ଆଞ୍ଚୋରେଜେ ଅଞ୍ଚଳରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ କେନାଇ ସିଟିର ସୋଲଡୋଣ୍ଟାନ ଏୟାରପୋର୍ଟ ନିକଟରେ ହିଁ ବିମାନ ଦ୍ୱୟ ମଧ୍ୟରେ ଧକ୍କା ହେବା ପରେ ତଳକୁ ଖସି ପଡ଼ିଥିଲା। ଦୁଇଟି ଯାକ ବିମାନରେ ମୋଟ ୭ ଜଣ ଲୋକ ଥିଲେ। ଦୁର୍ଘଟଣା ପରେ ସମସ୍ତଙ୍କର ମୃତ୍ୟୁ ଘଟିଛି।

ଗୋଟିଏ ବିମାନରେ ଜଣେ ବ୍ୟକ୍ତି ଥିବା ବେଳେ ଆଉ ଗୋଟିଏ ବିମାନରେ ୪ ଜଣ ଯାତ୍ରୀ, ଜଣେ ପାଇଲଟ ଓ ଆଉ ଜଣେ ଗାଇଡ ରହିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story