କରୋନା ସଂକ୍ରମଣ ମଧ୍ୟରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟିଂ, କେତେ ଲୋକ ଭୋଟ ଦେଲେ

ପାଟନା: ମହାମାରୀ କରୋନାର ଭୟ ମଧ୍ୟରେ ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟିଂ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ମତଦାନ ବେଶ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ନିର୍ବାଚନ କମିଶନ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କରିଥିବା ଗାଇଡଲାଇନ ଅନୁଯାୟୀ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଶେଷ ଖବର ସୁଦ୍ଧା ରାଜ୍ୟରେ ୫୩.୩୪% ଭୋଟିଂ ହୋଇଛି। ଆଉ କିଛି ସ୍ଥାନରେ ଧାର୍ଯ୍ୟ ସମୟ ପରେ ବି […]

dfd

dfd

Hemant Lenka
  • Published: Wednesday, 28 October 2020
  • Updated: 28 October 2020, 08:59 PM IST

Sports

Latest News

ପାଟନା: ମହାମାରୀ କରୋନାର ଭୟ ମଧ୍ୟରେ ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟିଂ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ମତଦାନ ବେଶ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ନିର୍ବାଚନ କମିଶନ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କରିଥିବା ଗାଇଡଲାଇନ ଅନୁଯାୟୀ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି।

ଶେଷ ଖବର ସୁଦ୍ଧା ରାଜ୍ୟରେ ୫୩.୩୪% ଭୋଟିଂ ହୋଇଛି। ଆଉ କିଛି ସ୍ଥାନରେ ଧାର୍ଯ୍ୟ ସମୟ ପରେ ବି ଭୋଟିଂ ଚାଲିଥିବାରୁ ଭୋଟ ପ୍ରତିଶତ ବଢ଼ିବାର ସମ୍ଭାବନା ରହିଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବଙ୍କା ନିର୍ବାଚନୀ ମଣ୍ଡଳୀରେ ସର୍ବାଧିକ ୫୯.୫୭% ଭୋଟିଂ ହୋଇଥିବା ବେଳେ ମୁଙ୍ଗେରରେ ସବୁଠାରୁ କମ୍‌ ୪୭.୩୬% ଲୋକ ମତାଧିକାର ସାବ୍ୟସ୍ତ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୧୬ ଟି ଜିଲ୍ଲାର ୭୧ ଟି ଆସନରେ ଭୋଟିଂ ଅନୁଷ୍ଠିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳରେ ଥିବା ଆଠ ଜଣ ବରିଷ୍ଠ ମନ୍ତ୍ରୀ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। ଏବେ ସେମାନଙ୍କ ରାଜନୀତିକ ଭବିଷ୍ୟତ ଇଭିଏମରେ ସିଲ ହୋଇଯାଇଛି।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସକାଳ ୭ ଟାରୁ ଭୋଟିଂ ଆରମ୍ଭ ହୋଇ ୬ଟା ଯାଏ ଚାଲିଥିଲା। ତେବେ କିଛି ସ୍ଥାନରେ ଇଭିଏମ ତ୍ରୁଟି ଓ ଭୋଟରଙ୍କ ଲମ୍ବା ଲାଇନ ଯୋଗୁ ଭୋଟିଂ ସମୟକୁ ବୃଦ୍ଧି କରାଯାଇଛି। ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ୩ ଓ ତୃତୀୟ ପର୍ଯ୍ୟାୟ ନଭେମ୍ବର ୭ରେ ରହିଛି। ନଭେମ୍ବର ୧୦ରେ ଗଣିତ ସହ ଫଳାଫଳ ପ୍ରକାଶ ପାଇବ।

ପ୍ରଥମ ପର୍ଯ୍ୟାୟରେ ନିର୍ବାଚନରେ, ଆରଜେଡିର ୪୨ ପ୍ରାର୍ଥୀ, ଜେଡିୟୁର ୩୫, ବିଜେପିର ୨୯, କଂଗ୍ରେସର ୨୧, ସିପିଆଇର ୮ ଜଣ, ହିନ୍ଦୁସ୍ତାନୀ ଆୱାମ ମୋର୍ଚା (ହାମ୍) ଓ ବିକାଶ ଇନସାନ ପାର୍ଟି (ଭିଆଇପି)ର ଜଣେ ପ୍ରାର୍ଥୀ ରହିଛନ୍ତି। ଏହି ୭୧ ଟି ଆସନରେ ହଜାରରୁ ଅଧିକ ପ୍ରାର୍ଥୀ ରହିଥିବା ସୂଚନା ରହିଛି। ଏହି ବିଧାନସଭା ନିର୍ବାଚନରେ ମୁଖ୍ୟତଃ ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story