ପ୍ରକୃତିର କରାଳ ରୂପ: ଖାଇଲାଣି ୭୧ ଜୀବନ, ଦେଖନ୍ତୁ କିଛି ଦୃଶ୍ୟ

ନୂଆଦିଲ୍ଲୀ: ପ୍ରକୃତିର କରାଳ ରୂପ। ଚାହୁଁ ଚାହୁଁ ଚାଲିଗଲା ଜୀବନ।  ଉତ୍ତରଭାରତରେ ଆସିଛି ପ୍ରଳୟଙ୍କରି ଘୂର୍ଣ୍ଣିଝଡ଼ । କାଳବୈଶାଖୀ ବର୍ଷା ଏବଂ ତା ସାଙ୍ଗକୁ ବ୍ରଜପାତ। ଫଳରେ ପ୍ରାଣ ହରାଇଛନ୍ତି ୭୧ ଜଣ। ଲକ୍ଷାଧିକ ଟଙ୍କା କ୍ଷୟକ୍ଷତି ହୋଇଥିବା ସହ ବାସସ୍ଥାନ ହରାଇଛନ୍ତି ଶହ ଶହ ଲୋକେ।  ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ  ଏବଂ ଆନ୍ଧ୍ରପ୍ରଦେଶର ବ୍ୟାପକ କ୍ଷତି ଘଟିଛି । ସମସ୍ତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଅଭିଯାନ ଆରମ୍ଭ ହୋଇଛି । ସପ୍ତାହକର […]

ggg

ggg

Rakesh Mallick
  • Published: Monday, 14 May 2018
  • Updated: 14 May 2018, 08:19 PM IST

ନୂଆଦିଲ୍ଲୀ: ପ୍ରକୃତିର କରାଳ ରୂପ। ଚାହୁଁ ଚାହୁଁ ଚାଲିଗଲା ଜୀବନ।  ଉତ୍ତରଭାରତରେ ଆସିଛି ପ୍ରଳୟଙ୍କରି ଘୂର୍ଣ୍ଣିଝଡ଼ । କାଳବୈଶାଖୀ ବର୍ଷା ଏବଂ ତା ସାଙ୍ଗକୁ ବ୍ରଜପାତ। ଫଳରେ ପ୍ରାଣ ହରାଇଛନ୍ତି ୭୧ ଜଣ। ଲକ୍ଷାଧିକ ଟଙ୍କା କ୍ଷୟକ୍ଷତି ହୋଇଥିବା ସହ ବାସସ୍ଥାନ ହରାଇଛନ୍ତି ଶହ ଶହ ଲୋକେ।  ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ  ଏବଂ ଆନ୍ଧ୍ରପ୍ରଦେଶର ବ୍ୟାପକ କ୍ଷତି ଘଟିଛି । ସମସ୍ତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଅଭିଯାନ ଆରମ୍ଭ ହୋଇଛି । ସପ୍ତାହକର ବ୍ୟବଧାନ ପରେ ପୁଣି ଥରେ ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। ଦିଲ୍ଲୀ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଏବଂ ଆନ୍ଧ୍ର ପ୍ରଦେଶରେ କାଳବୈଶାଖୀ ବର୍ଷା ପ୍ରଭାବରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । କେବଳ ଉତ୍ତରପ୍ରଦେଶରେ ୩୯ ଜଣଙ୍କ ମୃତ୍ୟୁ ହୋଇଛି ।

ଝଡ଼ ଯୋଗୁଁ ଶହ ଶହ ସଂଖ୍ୟାରେ ଲୋକେ ଗୁରୁତର ହୋଇଛନ୍ତି ।  ଦିନରେ ୪୦ ଡିଗ୍ରୀ ପାରଦ ଏବଂ ସଂଧ୍ୟାରେ ମାଡ଼ି ଆସୁଥିବା ବର୍ଷା ଜନ ଜୀବନକୁ ବ୍ୟତିବସ୍ତ କରି ପକାଇଛି ।ଉତ୍ତରପ୍ରଦେଶର  କାଶଗଂଜ, କନୌଜ, ଅଲିଗଡ଼, ଗାଜିଆବାଦ, ନୋଏଡା ଏବଂ ବୁଲନ୍ଦ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଦିଲ୍ଲୀ-କାନପୁର ହାଇେଓ୍ୱରେ ଝଡ ତୋଫାନ ଯୋଗୁଁ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।   ଏକାଧିକ କଣ୍ଟେନର ସହ ଅନେକ କାର ଏବଂ ବାଇକ ଓଲଟି  ପଡିଥିବା ଦେଖିବାକୁ ମିଳିଛି।  ଫଳରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଛି ଶହ ଶହ ଗାଡ଼ି।

ଏପରିକି ଉତ୍ତରପ୍ରଦେଶ ସାମ୍ଭାଲରେ କାଳବୈଶାଖୀ ଯୋଗୁଁ  ନିଆଁ ଲାଗି ଯାଇଛି।  ଫଳରେ ୫୦ରୁ ଅଧିକ ଘର ଜଳି ପୋଡ଼ି ପାଉଁସ ହୋଇଯାଇଛି । ବିପଯର୍ୟୟର ମୁକାବିଲା ପାଇଁ  ରାଜ୍ୟ ଏବଂ କେନ୍ଦ୍ର ସରକାର ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ସ୍ୱତନ୍ତ୍ର  ରିଲିଫ୍ ଟିମ୍ ଜରିଆରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ପ୍ରତି ମୂହୁର୍ତ୍ତରେ ସମସ୍ତ ଘଟଣା ଉପରେ ନଜର ରଖିଥିବା କହିଛନ୍ତି ରାଜ୍ୟ ରିଲିଫ୍ କମିଶନ୍। ସେପଟେ ପଶ୍ଚିମବଙ୍ଗରେ ମଧ୍ୟରେ କାଳବୈଶାଖୀ ବର୍ଷାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story