ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଦୀ ରାଜା ସଲମାନ

ରିୟାଦ: ସାଉଦ ଆରବର ୮୪ ବର୍ଷୀୟ ଶାସକ ରାଜା ସଲମାନ ବିନ ଅବଦୁଲାଜିଜ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଏଥିପାଇଁ ତାଙ୍କୁ ରାଜଧାନୀ ରିୟାଦରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ବ୍ଲାଡର ଜନିତ ସମସ୍ୟାରେ ପଡ଼ିଥିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି।

ବିଶ୍ୱର ସବୁଠାରୁ ବଡ଼ ତୈଳ ରପ୍ତାନୀକାରୀ ଦେଶର ମାନ୍ୟତା ପାଇଥିବା ସାଉଦ ଆରବକୁ ୨୦୧୫ରୁ ସଲମାନ ଶାସନ କରି ଆସୁଛନ୍ତି। ସେ ମେଡିକାଲ ଚେକ୍‌ ଅପ୍‌ ପାଇଁ ଯାଇଥିବା ବେଳେ ହଠାତ୍‌ ଅସୁସ୍ଥ ହେବାରୁ ହସ୍ପିଟାଲରେ ଆଡମିଶନ ହୋଇଛନ୍ତି।

ରାଜା ସଲମାନ ଅଢ଼େଇ ବର୍ଷ କାଳ ସାଉଦୀ କ୍ରାଉନ ପ୍ରିନ୍ସ ଭାବେ କାର୍ଯ୍ୟ କରୁଥିଲେ। ୨୦୧୨ ଜୁନ ମାସରୁ ସେ ଡେପୁଟି ପ୍ରିମିୟର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଶେଷରେ ୨୦୧୫ରୁ ସାଉଦୀର ରାଜା ହୋଇଛନ୍ତି। ସେହିପରି ରିୟାଦର ଗଭର୍ଣ୍ଣର ଭାବେ ସେ ୫୦ ବର୍ଷରୁ ଅଧିକ ସୟମ ଧରି କାର୍ଯ୍ୟ କରିଛନ୍ତି।

ଆହୁରି ପଢ଼ନ୍ତୁ

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ଉତ୍ତର ପ୍ରଦେଶ ପରେ ମଧ୍ୟପ୍ରଦେଶ: ନାବାଳିକାଙ୍କୁ ୩ ଜଣଙ୍କ ଗଣଦୁଷ୍କର୍ମ

ଟ୍ରୋଲର୍ ପଚାରିଲେ ‘ଡ୍ରଗ୍ସ ହେ କ୍ୟା?’, ଅଭିଷେକ କହିଲେ…

ତଦନ୍ତରେ ଖୁସି ନାହାନ୍ତି ୟୁପି ଦୁଷ୍କର୍ମ ପୀଡ଼ିତାଙ୍କ ବାପା, ସିବିଆଇ ତଦନ୍ତ ଦାବି

ଲକଡାଉନ: ଟିକେଟ ଟଙ୍କା ଫେରି ପାଇବେ ବିମାନ ଯାତ୍ରୀ

ଉଥାପ୍ପାଙ୍କ ନାଁରେ ଯୋଡ଼ି ହେଲା ଅଲୋଡ଼ା ରେକର୍ଡ: ବିରାଟ କୋହଲିଙ୍କୁ ବି ଅତିକ୍ରମ କଲେ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩ ଲକ୍ଷ ଡେଇଁଲା, ମୃତ୍ୟୁସଂଖ୍ୟା ପ୍ରାୟ ୯୯ ହଜାର

ସୀମା ଲଙ୍ଘିଲା ପାକିସ୍ତାନ, ଗୁଳି ମାଡ଼ରେ ୩ ଭାରତୀୟ ଯବାନ ସହିଦ

ହାଥରସ୍ ଗଣଦୁଷ୍କର୍ମ ମାମଲା: ଭିଡିଓ ଶେୟାର କରି ବର୍ଷିଲେ ପ୍ରିୟଙ୍କା

କାଶ୍ମୀରରେ ଆତଙ୍କବାଦୀଙ୍କୁ ସକ୍ରିୟ କରିବାକୁ ହାତ ମିଳାଇଛନ୍ତି ପାକ୍-ଚୀନ

ଯୌନ ନିର୍ଯାତନା ଅଭିଯୋଗ; ଥାନାରେ ହାଜର ହେଲେ ଅନୁରାଗ କଶ୍ୟପ

ହାଥରସ୍ ଗଣଦୁଷ୍କର୍ମ ମାମଲା: ଆସିଲା ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ