ବସ୍‌ ଷ୍ଟାଣ୍ଡରୁ ମିଳିଲା ୮୭ଟି ଜୀବନ୍ତ ବୋମା

କଲମ୍ବୋ: ଶ୍ରୀଲଙ୍କା ଉପରୁ ଆତଙ୍କର କଳାବାଦଲ ହଟିବାର ନାଁ ନେଉନାହିଁ। ଆଜି ସର୍ଚ୍ଚ ଅପରେଶନ ବେଳେ କଲମ୍ବୋର ପେଠା ଅଞ୍ଚଳରେ ଥିବା ସେଣ୍ଟ୍ରାଲ୍‌ ବସ୍‌ ଷ୍ଟାଣ୍ଡରୁ ୮୭ଟି ଜୀବନ ବୋମା ଜବତ କରାଯାଇଛି। ପୁଲିସ୍‌ ପ୍ରଥମେ ବସ୍‌ ଷ୍ଟାଣ୍ଡ ନିକଟରେ ଥିବା ପଡ଼ିଆରୁ ବିକ୍ଷିପ୍ତ ଅବସ୍ଥାରେ ପଡ଼ିଥିବା ୧୨ଟି ବୋମା ଜବତ କରିଥିଲା। ଏହାପରେ ସର୍ଚ୍ଚ ଅପରେଶନ କରାଯିବା ସମୟରେ ଆଉ ୭୫ଟି ବୋମା ଜବତ ହୋଇଛି। ଗତକାଲି ଆତଙ୍କବାଦୀମାନେ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ସିରିଜ୍‌ ବୋମା […]

er

er

Hemant Lenka
  • Published: Monday, 22 April 2019
  • Updated: 22 April 2019, 05:27 PM IST

କଲମ୍ବୋ: ଶ୍ରୀଲଙ୍କା ଉପରୁ ଆତଙ୍କର କଳାବାଦଲ ହଟିବାର ନାଁ ନେଉନାହିଁ। ଆଜି ସର୍ଚ୍ଚ ଅପରେଶନ ବେଳେ କଲମ୍ବୋର ପେଠା ଅଞ୍ଚଳରେ ଥିବା ସେଣ୍ଟ୍ରାଲ୍‌ ବସ୍‌ ଷ୍ଟାଣ୍ଡରୁ ୮୭ଟି ଜୀବନ ବୋମା ଜବତ କରାଯାଇଛି। ପୁଲିସ୍‌ ପ୍ରଥମେ ବସ୍‌ ଷ୍ଟାଣ୍ଡ ନିକଟରେ ଥିବା ପଡ଼ିଆରୁ ବିକ୍ଷିପ୍ତ ଅବସ୍ଥାରେ ପଡ଼ିଥିବା ୧୨ଟି ବୋମା ଜବତ କରିଥିଲା। ଏହାପରେ ସର୍ଚ୍ଚ ଅପରେଶନ କରାଯିବା ସମୟରେ ଆଉ ୭୫ଟି ବୋମା ଜବତ ହୋଇଛି।

ଗତକାଲି ଆତଙ୍କବାଦୀମାନେ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ସିରିଜ୍‌ ବୋମା ବିସ୍ଫୋରଣ କରିଥିଲେ। ଏଥିରେ ବର୍ତ୍ତମାନ ସୁଦ୍ଧା ୨୯୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାପଛରେ ସ୍ଥାନୀୟ ଇସଲାମିଷ୍ଟ ଗ୍ରୁପ୍‌ର ହାତ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story