ନିର୍ବାଚନ ପୂର୍ବରୁ ୯ହଜାର ଭୋଟରକାର୍ଡ ଜବତ

ନୂଆଦିଲ୍ଲୀ: ଆସନ୍ତା ୧୨ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ହେଲେ ଏହା ପୂର୍ବରୁ ପଶ୍ଚିମ ବେଙ୍ଗାଲୁରୁର ଜଲାହାଲ୍ଲିସ୍ଥିତ ଏକ ଫ୍ଲାଟରୁ ୯ ହଜାରରୁ ଅଧିକ ଭୋଟର କାର୍ଡ ଜବତ ହେବାକୁ ନେଇ ସେଠାକାର ରାଜନୀତି ସରଗରମ ହୋଇଛି। ରାଜାରାଜେଶ୍ୱରୀ ନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରୁ ଏସବୁ ଭୋଟର କାର୍ଡ ଜବତ କରିଛି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗଠିତ ଫ୍ଲାଇଂ ସ୍କ୍ୱାଡ। ଏଥିସହ ପ୍ରିଣ୍ଟର ଓ ଲାପଟପ୍ ମଧ୍ୟ ଜବତ ହୋଇଛି। କିନ୍ତୁ ଉଦ୍ଧାର […]

455

455

Rakesh Mallick
  • Published: Wednesday, 09 May 2018
  • Updated: 09 May 2018, 01:31 PM IST

ନୂଆଦିଲ୍ଲୀ: ଆସନ୍ତା ୧୨ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ହେଲେ ଏହା ପୂର୍ବରୁ ପଶ୍ଚିମ ବେଙ୍ଗାଲୁରୁର ଜଲାହାଲ୍ଲିସ୍ଥିତ ଏକ ଫ୍ଲାଟରୁ ୯ ହଜାରରୁ ଅଧିକ ଭୋଟର କାର୍ଡ ଜବତ ହେବାକୁ ନେଇ ସେଠାକାର ରାଜନୀତି ସରଗରମ ହୋଇଛି। ରାଜାରାଜେଶ୍ୱରୀ ନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରୁ ଏସବୁ ଭୋଟର କାର୍ଡ ଜବତ କରିଛି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗଠିତ ଫ୍ଲାଇଂ ସ୍କ୍ୱାଡ। ଏଥିସହ ପ୍ରିଣ୍ଟର ଓ ଲାପଟପ୍ ମଧ୍ୟ ଜବତ ହୋଇଛି। କିନ୍ତୁ ଉଦ୍ଧାର ହୋଇଥିବା ଭୋଟର କାର୍ଡ ନକଲି କି ଅସଲି ସେ ନେଇ ତଦନ୍ତ ଜାରି ରହିଛି।

ରାଜାରାଜେଶ୍ୱରୀ ନଗର ବିଧାନସଭା ଆସନରେ ହେବାକୁ ଥିବା ନିର୍ବାଚନ ବାତିଲ ନେଇ ବିଜେପି ଏବଂ ଜେଡିଏସ୍ ଦାବି କରିଛନ୍ତି। ଏଠାରେ ଥିବା କଂଗ୍ରେସ ସରକାର ବାହୁବଳ ଲଗାଇ ନିର୍ବାଚନ ପ୍ରଭାବିତ କରିବାକୁ ଚାହୁଁଚି ବୋଲି ବିଜେପି ଅଭିଯୋଗ ଉଠାଇଛି। ଏହାର ଜବାବ ରଖିଛି କଂଗ୍ରେସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story