ଗ୍ରାହକଙ୍କ ସହ ସେକ୍ସ କରିବାକୁ ମନା କରିବାରୁ ମହିଳା ଡ୍ୟାନସରଙ୍କୁ ଉଲଗ୍ନ କଲେ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ ରେ ଥିବା ଏକ ଡ୍ୟାନ୍ସ ବାର୍‌ରେ ଜଣେ ମହିଳା ଡ୍ୟାନ୍ସର ଗ୍ରାହକଙ୍କ ସହ ସେକ୍ସ କରିବାକୁ ମନା କରିବାରୁ ତାଙ୍କୁ ସେହି ବାର୍‌ରେ କାର୍ଯ୍ୟ କରୁଥିବା ୪ ଜଣ ମହିଳା ଡ୍ୟାନ୍ସର ଏବଂ ଜଣେ ପୁରୁଷ ମାଡ଼ ମାରିବା ସହ ତାଙ୍କୁ ଉଲଗ୍ନ କରିଦେଇଥିବା ଅଭିଯୋଗ ହୋଇଛି। ପଞ୍ଜଗୁଟା ପୁଲିସ୍‌ ଏନେଇ ଅଭିଯୋଗ ପାଇବା ପରେ ସମ୍ପୃକ୍ତ ୪ ଜଣ ମହିଳାଙ୍କୁ ଗିରଫ କରିଛି। ତେବେ ଘଟଣାରେ ସାମିଲ ଥିବା ବ୍ୟକ୍ତି ଜଣଙ୍କ ଫେରାର […]

w

w

Hemant Lenka
  • Published: Monday, 17 June 2019
  • Updated: 17 June 2019, 03:37 PM IST

Sports

Latest News

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ ରେ ଥିବା ଏକ ଡ୍ୟାନ୍ସ ବାର୍‌ରେ ଜଣେ ମହିଳା ଡ୍ୟାନ୍ସର ଗ୍ରାହକଙ୍କ ସହ ସେକ୍ସ କରିବାକୁ ମନା କରିବାରୁ ତାଙ୍କୁ ସେହି ବାର୍‌ରେ କାର୍ଯ୍ୟ କରୁଥିବା ୪ ଜଣ ମହିଳା ଡ୍ୟାନ୍ସର ଏବଂ ଜଣେ ପୁରୁଷ ମାଡ଼ ମାରିବା ସହ ତାଙ୍କୁ ଉଲଗ୍ନ କରିଦେଇଥିବା ଅଭିଯୋଗ ହୋଇଛି। ପଞ୍ଜଗୁଟା ପୁଲିସ୍‌ ଏନେଇ ଅଭିଯୋଗ ପାଇବା ପରେ ସମ୍ପୃକ୍ତ ୪ ଜଣ ମହିଳାଙ୍କୁ ଗିରଫ କରିଛି। ତେବେ ଘଟଣାରେ ସାମିଲ ଥିବା ବ୍ୟକ୍ତି ଜଣଙ୍କ ଫେରାର ହୋଇଯାଇଛନ୍ତି।

ବେଗମପଟେ ଠାରେ ଥିବା ବାର୍‌ରେ ମହିଳା ଜଣଙ୍କ ଡ୍ୟାନ୍ସର ଭାବେ କିଛି ମାସ ତଳେ ଯୋଗ ଦେଇଥିଲେ। ଏଠାକାର ବାର୍‌ ମ୍ୟାନେଜମେଣ୍ଟ ସର୍ବଦା ମହିଳାଙ୍କୁ ଗ୍ରାହକମାନଙ୍କ ସହ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଗତକାଲି ମହିଳା ଜଣଙ୍କ ଏହାକୁ ବିରୋଧ କରିବାରୁ ତାଙ୍କର ୪ ଜଣ ମହିଳା ଡ୍ୟାନ୍ସର ଏବଂ ସେମାନଙ୍କର ଜଣେ ପୁରୁଷ ସହଯୋଗୀ ସର୍ବସମ୍ମୁଖରେ ତାଙ୍କୁ ମାଡ଼ ମାରିବା ସହ ତାଙ୍କୁ ପୋଷାକ ଉତାରି ଉଲଗ୍ନ କରିଦେଇଥିଲେ।

ପୁଲିସ୍‌ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story