ବିଚ୍‌ ରାସ୍ତାରେ ଗାଈ ଗୋଠଙ୍କୁ ଗୋଡ଼ାଇଲା କଲରା ପତରିଆ, ଭିଡିଓ ଭାଇରାଲ

ଦେବପ୍ରୟାଗ: ବିଚ୍‌ ରାସ୍ତାରେ ଗୋଟିଏ କଲରା ପତରିଆ କେମିତି ଗାଈ ଗୋଠଙ୍କୁ ଗୋଡ଼ାଉଛି, ତା’ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଉତ୍ତରାଖଣ୍ଡର ଦେବପ୍ରୟାଗ ଅଞ୍ଚଳରେ ଥିବା ଗୋଟିଏ ପୁଲିସ୍‌ ଷ୍ଟେସନ ବାହାରେ ଏପରି ଘଟଣା ଘଟିଛି। କଲରା ପତରିଆର ଆକ୍ରମଣ ପରେ ଗାଈ ଗୋଠ କେମିତି ଛତ୍ରଭଙ୍ଗ ଦେଉଛନ୍ତି, ତା’ ଦୃଶ୍ୟ ବି କ୍ୟାମେରାରେ କଏଦ ହୋଇଛି। ଭିଡିଓଟିରେ ଏକାଧିକ ଗାଈ ନକଟସ୍ଥ ପଡ଼ିଆରେ ଚରି ସାରି ରାସ୍ତା ଉପରେ ଯାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ […]

duy

duy

Hemant Lenka
  • Published: Friday, 24 July 2020
  • Updated: 24 July 2020, 03:13 PM IST

Sports

Latest News

ଦେବପ୍ରୟାଗ: ବିଚ୍‌ ରାସ୍ତାରେ ଗୋଟିଏ କଲରା ପତରିଆ କେମିତି ଗାଈ ଗୋଠଙ୍କୁ ଗୋଡ଼ାଉଛି, ତା’ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଉତ୍ତରାଖଣ୍ଡର ଦେବପ୍ରୟାଗ ଅଞ୍ଚଳରେ ଥିବା ଗୋଟିଏ ପୁଲିସ୍‌ ଷ୍ଟେସନ ବାହାରେ ଏପରି ଘଟଣା ଘଟିଛି। କଲରା ପତରିଆର ଆକ୍ରମଣ ପରେ ଗାଈ ଗୋଠ କେମିତି ଛତ୍ରଭଙ୍ଗ ଦେଉଛନ୍ତି, ତା’ ଦୃଶ୍ୟ ବି କ୍ୟାମେରାରେ କଏଦ ହୋଇଛି।

ଭିଡିଓଟିରେ ଏକାଧିକ ଗାଈ ନକଟସ୍ଥ ପଡ଼ିଆରେ ଚରି ସାରି ରାସ୍ତା ଉପରେ ଯାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ହଠାତ୍‌ ଗୋଟିଏ କଲରା ପତରିଆ ସେମାନଙ୍କୁ ଆକ୍ରମଣ କରୁଛି। କଳରା ପତରିଆର ଆକ୍ରମଣ ଦେଖି ଗାଈ ଗୁଡ଼ିକ ଉକ୍ତ ରାସ୍ତାରୁ ଛତ୍ରଭଙ୍ଗ ଦେଇଥିଲେ। ଗାଈ ଗୁଡ଼ିକ ଦୌଡ଼ି ପଳାଇବା ପରେ କଲରା ପତରିଆଟି କିଛି ସମୟ ରାସ୍ତା ଉପରେ ହିଁ ବସି ରହିଥିଲା। ଏହାପରେ ସେ ଚାଲିଯାଇଥିଲା।
https://twitter.com/i/status/1286213895623831552

ଗାଈ ଗୋଠ ଦୌଡ଼ିବାର ଶବ୍ଦ ଶୁଣି ଥାନା ଭିତରୁ ଜଣେ କର୍ମଚାରୀ ବାହାରି ଆସିଥିଲେ। କିନ୍ତୁ ସେ କଲରା ପତରିଆକୁ ଦେଖି ହଡ଼ ବଡ଼େଇ ଯାଇଥିଲେ ଓ ତୁରନ୍ତ ଷ୍ଟେସନ ଭିତରୁ ଦୌଡ଼ିଥିଲେ। ଏସବୁ ଘଟଣା ଥାନା ସାମ୍ନାରେ ଲାଗିଥିବା ସିସିଟିଭରେ କଏଦ ହୋଇଛି।

ଭାରତୀୟ ଫରେଷ୍ଟ ସର୍ଭିସ୍ (ଆଇଏଫଏସ)ର ଅଧିକାରୀ ବୌଭବ ସିଂହ ଟ୍ୱିଟରରେ ଏହି ଭିଡିଓଟିକୁ ପୋଷ୍ଟ କରିଛନ୍ତି। ସେ ଏହାର କ୍ୟାପସନରେ ସେ ଲେଖିଛନ୍ତି ଯେ କଲରା ପତରିଆଟି ଦେବପ୍ରୟାଗ ଗଳିରେ ପୁଲିସର କାମ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story