ଗଭୀର ଜଳରେ ମ୍ୟାଜିକ ଦେଖାଉଥିଲେ, ବୁଡ଼ିଗଲେ

କୋଲକାତା: କଥାରେ ଅଛି ନିଆଁ, ପାଣି ଓ ପବନକୁ କେବେ ବି ହାଲୁକା ଭାବେ ନେବା କଥା ନୁହେଁ। ହେଲେ ଜଣେ ମ୍ୟାଜିସିଆନ୍‌ ଗଭୀର ଜଳରେ ଲାଇଭ୍‌ ଷ୍ଟଣ୍ଟ କରୁଥିବା ବେଳେ ନିଖୋଜ ହୋଇଯାଇଛନ୍ତି। ସେ ଗଙ୍ଗା ନଦୀରେ ଲାଇଭ୍‌ ଷ୍ଟଣ୍ଟ କରୁଥିବା ବେଳେ ବୁଡ଼ି ଯାଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଚଞ୍ଚଲ ଲାହିଡ଼ି ନାମକ ଜଣେ ମ୍ୟାଜିସିଆନ୍‌ ଗତକାଲି ହାୱଡା ବ୍ରିଜ୍‌ ନିକଟରେ ମ୍ୟାଜିକ ଦେଖାଉଥିଲେ। ସେ କାଚରେ ତିଆରି ଏକ ବଡ଼ ବକ୍ସ ମଧ୍ୟରେ […]

Untitled-1

Untitled-1

Hemant Lenka
  • Published: Monday, 17 June 2019
  • Updated: 17 June 2019, 04:38 PM IST

Sports

Latest News

କୋଲକାତା: କଥାରେ ଅଛି ନିଆଁ, ପାଣି ଓ ପବନକୁ କେବେ ବି ହାଲୁକା ଭାବେ ନେବା କଥା ନୁହେଁ। ହେଲେ ଜଣେ ମ୍ୟାଜିସିଆନ୍‌ ଗଭୀର ଜଳରେ ଲାଇଭ୍‌ ଷ୍ଟଣ୍ଟ କରୁଥିବା ବେଳେ ନିଖୋଜ ହୋଇଯାଇଛନ୍ତି। ସେ ଗଙ୍ଗା ନଦୀରେ ଲାଇଭ୍‌ ଷ୍ଟଣ୍ଟ କରୁଥିବା ବେଳେ ବୁଡ଼ି ଯାଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଚଞ୍ଚଲ ଲାହିଡ଼ି ନାମକ ଜଣେ ମ୍ୟାଜିସିଆନ୍‌ ଗତକାଲି ହାୱଡା ବ୍ରିଜ୍‌ ନିକଟରେ ମ୍ୟାଜିକ ଦେଖାଉଥିଲେ।

ସେ କାଚରେ ତିଆରି ଏକ ବଡ଼ ବକ୍ସ ମଧ୍ୟରେ ଥାଇ ମିଲେନିୟମ ପାର୍କ ନିକଟରେ ଗଙ୍ଗା ନଦୀରେ ପ୍ରବେଶ କରିଥିଲେ। ତେବେ ସେ ପିଲାର ନମ୍ବର ୨୮ ନିକଟରେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ତାଙ୍କୁ ପୁଲିସ୍‌ ଓ ଉଦ୍ଧାର ପାଇଁ ପ୍ରୟାସ ଚାଲିଥିଲେ ହେଁ ତାଙ୍କର ପତ୍ତା ମିଳିନାହିଁ। ପୁଲିସ୍‌ କହିଛି ଯେ ଲାହିଡ଼ିଙ୍କୁ ଖୋଜିବା ପାଇଁ ବୁଡ଼ାଳିମାନେ ଗଭୀର ଜଳରେ ସର୍ଚ୍ଚ ଅପରେସନ କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିନାହିଁ। ଗତକାଲି ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା। ଆଜି ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ଏହି ବିପଦଜ୍ଜନକ ଷ୍ଟଣ୍ଟ ପାଇଁ ଲାହିଡ଼ି ପ୍ରଶାସନ ଠାରୁ ଅନୁମତି ନେଇଥିଲେ। ହେଲେ ତାଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନଥିଲା। ଲାହିଡ଼ି ଯେଉଁ କାଚ ବକ୍ସ ମଧ୍ୟରେ ଥିଲେ, ସେଥିରେ ତାଙ୍କ ହାତ ଗୋଡ଼ ବନ୍ଧା ହୋଇଥିଲା ଏବଂ ଆଖିରେ ମଧ୍ୟ ଅନ୍ଧପୁଟୁଳି ବନ୍ଧା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story