କରୋନା ଭାଇରସ ଆସୁଛି ବୋଲି ୭ ବର୍ଷ ତଳେ ଏହି ବ୍ୟକ୍ତି କରିଥିଲେ ଟ୍ୱିଟ

ନୂଆଦିଲ୍ଲୀ: ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସକୁ ନେଇ ଚାରିଆଡ଼େ ହାହାକାର ପରିସ୍ଥିତି। ଏହା ବିଶ୍ୱରେ ୫ ହଜାରରୁ ଅଧିକ ମୁଣ୍ଡ ନେଇ ସାରିଥିବା ବେଳେ ଏହାର ଉତ୍ପତ୍ତି ଚାଇନାର ଉହାନରୁ ଗତବର୍ଷ ଡିସେମ୍ବର ମାସରେ ହୋଇଥିଲା। ତେବେ ଏବେ ସୋଶାଲ ମିଡିଆରେ କରୋନାକୁ ନେଇ ୭ ବର୍ଷ ତଳେ ହୋଇଥିବା ଏକ ଟ୍ୱିଟ ସାମ୍ନାକୁ ଆସିଛି। ୭ ବର୍ଷ ତଳର ଟ୍ୱିଟ ସାମ୍ନାକୁ ଆସିବା ପରେ ଲୋକମାନେ ସ୍ତବ୍ଧ ହୋଇଯାଇଛନ୍ତି। ୭ ବର୍ଷ ତଳୁ କାହିଁକି […]

ev

ev

Hemant Lenka
  • Published: Friday, 13 March 2020
  • Updated: 13 March 2020, 07:05 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସକୁ ନେଇ ଚାରିଆଡ଼େ ହାହାକାର ପରିସ୍ଥିତି। ଏହା ବିଶ୍ୱରେ ୫ ହଜାରରୁ ଅଧିକ ମୁଣ୍ଡ ନେଇ ସାରିଥିବା ବେଳେ ଏହାର ଉତ୍ପତ୍ତି ଚାଇନାର ଉହାନରୁ ଗତବର୍ଷ ଡିସେମ୍ବର ମାସରେ ହୋଇଥିଲା। ତେବେ ଏବେ ସୋଶାଲ ମିଡିଆରେ କରୋନାକୁ ନେଇ ୭ ବର୍ଷ ତଳେ ହୋଇଥିବା ଏକ ଟ୍ୱିଟ ସାମ୍ନାକୁ ଆସିଛି।

୭ ବର୍ଷ ତଳର ଟ୍ୱିଟ ସାମ୍ନାକୁ ଆସିବା ପରେ ଲୋକମାନେ ସ୍ତବ୍ଧ ହୋଇଯାଇଛନ୍ତି। ୭ ବର୍ଷ ତଳୁ କାହିଁକି କରୋନା ଭାଇରସକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇ ନଥିଲା ବୋଲି ମଧ୍ୟ ଅନେକ ପ୍ରଶ୍ନ କରିଛନ୍ତି। ମାରକୋ_ଆସରୋଟେସ୍‌ ନାମକ ଟ୍ୱିଟର ହ୍ୟାରଣ୍ଡେଲରୁ ୨୦୧୩ ମସିହା ଜୁନ୍‌ ୩ ତାରିଖ ରାତି ୯.୨ରେ କରୋନା ଆସୁଛି ବୋଲି ଟ୍ୱିଟ କରାଯାଇଥିଲା। ସେତେବେଳେ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିଥିଲେ ଏବଂ ଏହା ଉପରେ ଆଲୋଚନା ମଧ୍ୟ କରିଥିଲେ। କିନ୍ତୁ କେହି ବି ଏହାକୁ ଗୁରୁତ୍ୱର ସହ ନେଇ ନଥିଲେ।

ଏହାପୂର୍ବରୁ The Eyes of Darkness ନାମକ ଏକ ନୋବେଲ ମଧ୍ୟ ସାମ୍ନାକୁ ଆସିଥିଲା। ଏହାକୁ ୧୯୮୧ ମସିହାରେ ଡେନ କୋନଟେଜ ଲେଖିଥିଲେ। ଏଥିରେ ସେ ଭାଇରସ ଉହାନ-୪୦୦ ବିଷୟରେ ଉଲ୍ଲେଖ କରିଥିଲେ। ଏହି ଭାଇରସକୁ ଏକ ଲ୍ୟାବରେ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ସୃଷ୍ଟି କରାଯାଇଥିଲା।

ଏହି ଲ୍ୟାବ ଚାଇନାର ଉହାନରେ ଥିଲେ। ଏବେ ଏହା ସତ ହୋଇଛି ଏବଂ କରୋନା ଭାଇରସ ଉହାନରୁ ହିଁ ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story