ଆଦିତ୍ୟଙ୍କ ନାଁରେ ନାହିଁ ଅପରାଧିକ ମାମଲା, ୧୬ କୋଟି ଓ ବିଏମଡବ୍ଲ୍ୟୁ ମାଲିକ

ମୁମ୍ବାଇ: ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ନିର୍ବାଚନ ଲଢ଼ୁଥିବା ଆଦିତ୍ୟ ଠାକରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଲଢ଼ିବେ। ଆଜି ଏଥିପାଇଁ ଆଦିତ୍ୟ ନାମାଙ୍କନ ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ଆଦିତ୍ୟ ଦେଇଥିବା ସତ୍ୟପାଠରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଠାକରେ ପରିବାରର ସଦସ୍ୟ ହୋଇଥିଲେ ହେଁ ଆଦିତ୍ୟଙ୍କ ନାଁରେ ଗୋଟିଏ ହେଲେ ବି ଅପରାଧିକ ମାମଲା ନାହିଁ। ସେହିପରି ତାଙ୍କ ପାଖରେ ୧୬ କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ ସେ […]

ad

ad

Hemant Lenka
  • Published: Thursday, 03 October 2019
  • Updated: 03 October 2019, 03:09 PM IST

Sports

Latest News

ମୁମ୍ବାଇ: ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ନିର୍ବାଚନ ଲଢ଼ୁଥିବା ଆଦିତ୍ୟ ଠାକରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଲଢ଼ିବେ। ଆଜି ଏଥିପାଇଁ ଆଦିତ୍ୟ ନାମାଙ୍କନ ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ଆଦିତ୍ୟ ଦେଇଥିବା ସତ୍ୟପାଠରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।

ଠାକରେ ପରିବାରର ସଦସ୍ୟ ହୋଇଥିଲେ ହେଁ ଆଦିତ୍ୟଙ୍କ ନାଁରେ ଗୋଟିଏ ହେଲେ ବି ଅପରାଧିକ ମାମଲା ନାହିଁ। ସେହିପରି ତାଙ୍କ ପାଖରେ ୧୬ କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ ସେ ଗୋଟିଏ ବିଏମଡବ୍ଲ୍ୟୁର ମାଲିକ।

ସୂଚନା ଅନୁଯାୟୀ, ଜୁନିୟର ଠାକରେଙ୍କ ପାଖରେ ୧୧.୩୮ କୋଟିର ଅସ୍ଥାବର ଓ ୪.୬୭ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ସେହିପରି ତାଙ୍କ ପାଖରେ ୬.୫ ଲକ୍ଷ ଟଙ୍କାର ଗୋଟିଏ ବିଏମଡବ୍ଲ୍ୟୁ ଗାଡ଼ି ରହିଛି।

ଆଦିତ୍ୟଙ୍କ ପାଖରେ ୧୩,୩୪୪ ଟଙ୍କାର କ୍ୟାଶ ରହିଥିବା ବେଳେ ବିଭିନ୍ନ ବ୍ୟାଙ୍କରେ ତାଙ୍କ ନାଁରେ ୧୦.୩୬ କୋଟି ଟଙ୍କା ଜମା ହୋଇଛି। ଆଦିତ୍ୟ ଠାକରେ ବଣ୍ଡ ଓ ଶେୟାର ମାର୍କେଟରେ ପ୍ରାୟ ୨୦.୩୯ ଲକ୍ଷ ନିବେଶ କରିଛନ୍ତି। ତାଙ୍କ ପାଖରେ ୬୪.୬୫ ଲକ୍ଷ ମୂଲ୍ୟର ସୁନା ଗହଣା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story