ସାଂସଦ ସଞ୍ଜୟ ସିଂହଙ୍କୁ ହତ୍ୟା ଧମକ, ମାମଲା ରୁଜୁ

ନୂଆଦିଲ୍ଲୀ: ବରିଷ୍ଠ ରାଜନେତା ତଥା ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ଅଜଣା ଫୋନ୍‌ ନମ୍ବରରୁ ହତ୍ୟା ଧମକ ମିଳିଥିବା ସେ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଶ୍ରୀ ସିଂହ କହିଛନ୍ତି, ଅଜଣା ନମ୍ବରରୁ ହିନ୍ଦୁ ବାହିନୀ ନାଁରେ ତାଙ୍କ ପାଖକୁ ଫୋନ୍‌ ଆସିଥିଲା। ମୋବାଇଲ ନମ୍ବର 7288088088ରୁ ତାଙ୍କ ପାଖକୁ ବାରମ୍ବାର ଫୋନ କଲ ଆସୁଥିଲା। ସୋମବାର ଶ୍ରୀ ସିଂହ ତାଙ୍କ […]

fu

fu

Hemant Lenka
  • Published: Monday, 18 January 2021
  • Updated: 18 January 2021, 08:35 PM IST

Sports

Latest News

ନୂଆଦିଲ୍ଲୀ: ବରିଷ୍ଠ ରାଜନେତା ତଥା ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ଅଜଣା ଫୋନ୍‌ ନମ୍ବରରୁ ହତ୍ୟା ଧମକ ମିଳିଥିବା ସେ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଶ୍ରୀ ସିଂହ କହିଛନ୍ତି, ଅଜଣା ନମ୍ବରରୁ ହିନ୍ଦୁ ବାହିନୀ ନାଁରେ ତାଙ୍କ ପାଖକୁ ଫୋନ୍‌ ଆସିଥିଲା।

ମୋବାଇଲ ନମ୍ବର 7288088088ରୁ ତାଙ୍କ ପାଖକୁ ବାରମ୍ବାର ଫୋନ କଲ ଆସୁଥିଲା। ସୋମବାର ଶ୍ରୀ ସିଂହ ତାଙ୍କ ଫୋନ ନମ୍ବରକୁ ସହଯୋଗୀ ଅଜିତ ତ୍ୟାଗୀଙ୍କ ନମ୍ବରକୁ ଡାଇଭର୍ଟ କରି ଦେଇଥିଲେ। ଆଜି ମଧ୍ୟାହ୍ନ ୩.୫୯ରେ ତାଙ୍କ ଫୋନ ରିଂଗ ହୋଇଥିଲା।

ସେ ଫୋନ ଉଠାଇବା ମାତ୍ରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଧମକ ମିଳିଥିଲା। ଫୋନ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲା ଯେ ମୁଁ ହିନ୍ଦୁ ବାହିନୀରୁ କହୁଛି। ସଞ୍ଜୟ ସିଂହଙ୍କୁ ମୁଁ ଜୀଅନ୍ତା କିରୋସିନ ଢାଳି ଜାଳିଦେବି ବୋଲି ସଞ୍ଜୟ ସିଂହ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ସଞ୍ଜୟ ସିଂହ ଟ୍ୱିଟରରେ ମଧ୍ୟ ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ସେ କହିଛନ୍ତି, “ଫୋନ ଯୋଗେ ମୋତେ ବାରମ୍ବାର ହତ୍ୟା ଧମକ ମିଳୁଛି। ଏ ସମ୍ପର୍କରେ ମୁଁ ନର୍ଥ ଆଭିନ୍ୟୁ ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story