ନିର୍ବାଚନ ପାଇଁ ଆପର ‘ଗ୍ୟାରେଣ୍ଟି କାର୍ଡ’, ଅଛି ଏହି ସବୁ ପ୍ରତିଶ୍ରୁତି

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀରେ କ୍ଷମତା ଦଖଲ କରିବା ପାଇଁ ଆଜି ଆମ ଆଦମୀ ପାର୍ଟି(ଆପ) ପକ୍ଷରୁ ଗ୍ୟାରେଣ୍ଟି କାର୍ଡ ଜାରି କରାଯାଇଛି। ନିର୍ବାଚନୀ ଇସ୍ତାହାର ଭଳି ଏଥିରେ ଆପ ମଧ୍ୟ କ୍ଷମତାକୁ ଫେରିଲେ, ଏକଧିକ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ହେଲେ ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଦଳର ଇସ୍ତାହାର ପତ୍ର ନୁହେଁ ବରଂ ଗ୍ୟାରେଣ୍ଟି କାର୍ଡ ବୋଲି କହିଛନ୍ତି। ସେ କହିଛନ୍ତି, ଆପ କ୍ଷମତାକୁ ଫେରିଲେ ଛାତ୍ରଛାତ୍ରୀଙ୍କୁ ମାଗଣା […]

w

w

Hemant Lenka
  • Published: Sunday, 19 January 2020
  • Updated: 19 January 2020, 03:15 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀରେ କ୍ଷମତା ଦଖଲ କରିବା ପାଇଁ ଆଜି ଆମ ଆଦମୀ ପାର୍ଟି(ଆପ) ପକ୍ଷରୁ ଗ୍ୟାରେଣ୍ଟି କାର୍ଡ ଜାରି କରାଯାଇଛି। ନିର୍ବାଚନୀ ଇସ୍ତାହାର ଭଳି ଏଥିରେ ଆପ ମଧ୍ୟ କ୍ଷମତାକୁ ଫେରିଲେ, ଏକଧିକ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ହେଲେ ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଦଳର ଇସ୍ତାହାର ପତ୍ର ନୁହେଁ ବରଂ ଗ୍ୟାରେଣ୍ଟି କାର୍ଡ ବୋଲି କହିଛନ୍ତି।

ସେ କହିଛନ୍ତି, ଆପ କ୍ଷମତାକୁ ଫେରିଲେ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍‌ ଯାତ୍ରାର ସୁବିଧା ମିଳିବ। ସେହିପରି ମହିଳା ସୁରକ୍ଷା ପାଇଁ ମୋହାଲା ମାର୍ଶଲ ନିଯୁକ୍ତି ହେବେ। ଏଥିସହ ଆହୁରି ଏକାଧିକ ପ୍ରତିଶ୍ରୁତି ଗ୍ୟାରେଣ୍ଟି କାର୍ଡ ଜରିଆରେ ଆପ ପକ୍ଷରୁ ଦିଲ୍ଲୀବାସୀଙ୍କୁ ଦିଆଯାଇଛି।

ଏହି ଗ୍ୟାରେଣ୍ଟି କାର୍ଡର ନାଁ “୧୦ ଗ୍ୟାରେଣ୍ଟି ଅଫ କେଜ୍ରିୱାଲ’ ରହିଛି। ଏଥିରେ କୁହାଯାଇଛି ଯେ ୨୦୦ ୟୁନିଟ ଯାଏ ମାଗଣା ବିଦ୍ୟୁତ ସେବା, ମାଗଣା ସ୍ୱାସ୍ଥ୍ୟ ସେବା ଓ ଆସନ୍ତା ୫ ବର୍ଷ ମଧ୍ୟରେ ଦିଲ୍ଲୀରେ ୨ କୋଟି ଚାରା ରୋପଣ କରାଯିବ। କେଜ୍ରିୱାଲ କହିଛନ୍ତି, “ମୁଁ ଦିଲ୍ଲୀବାସୀଙ୍କୁ ୧୦ଟି ଗ୍ୟାରେଣ୍ଟି ଦେଉଛି। ଏହା ଇସ୍ତାହାର ନୁହେଁ।

୭ରୁ ୧୦ ଦିନ ମଧ୍ୟରେ ଆମେ ଇସ୍ତାହାର ଜାରି କରିବୁ। ଇସ୍ତାହାରରେ ଶିକ୍ଷାର୍ଥୀ ଓ ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିବାର ବ୍ୟବସ୍ଥା କରାଯାଇଛି। ଗ୍ୟାରେଣ୍ଟି କାର୍ଡରେ ଦିଲ୍ଲୀରେ ଆଉ ୧୧ ହଜାର ବସ ଚାଲିବ ଓ ଦିଲ୍ଲୀ ମେଟ୍ରୋ ନେଟୱର୍କକୁ ୫୦୦ କିମି ଯାଏ ବୃଦ୍ଧି କରାଯିବ।

ପୂର୍ବଭଳି ଲୋକଙ୍କୁ ୨୦ ହଜାର ଲିଟର ଯାଏ ମାଗଣା ପାଣି ମଳିବ। ୨୪ ଘଣ୍ଟିଆ ବିଜୁଳି ଓ ୨୪ ଘଣ୍ଟିଆ ପାଣି ଯୋଗାଇ ଦିଆଯିବ। ଦିଲ୍ଲୀରେ ଥିବା ସମସ୍ତ ସରକାରୀ ସ୍କୁଲକୁ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ କରାଯିବ। ଏହାବାଦ ଦଳ କ୍ଷମତାକୁ ଫେରିଲେ ଯମୁନାର ସଫେଇ ପାଇଁ ଆହୁରି ବ୍ୟବସ୍ଥା କରିବ।”

ଗ୍ୟାରେଣ୍ଟି କାର୍ଡ ଜାରି କରିବା ସମୟରେ କେଜ୍ରିୱାଲ ବିଗତ ୫ ବର୍ଷ ମଧ୍ୟରେ ତାଙ୍କ ସରକାର କରିଥିବା ଉପଲବ୍ଧି ଗୁଡ଼ିକ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story