କୃଷି ଆଇନକୁ ବିରୋଧ କରି ବିଧାୟକ ପଦ ଛାଡ଼ିଲେ ଅଭୟ ଚୌତାଲା

ଚଣ୍ଡିଗଡ଼: ହରିଆଣା ବିଧାନସଭାକୁ ଇଣ୍ଡିଆନ ନ୍ୟାଶନାଲ ଲୋକ ଦଳ ପକ୍ଷରୁ ନିର୍ବାଚିତ ହୋଇଥିବା ଏକମାତ୍ର ବିଧାୟକ ଅଭୟ ଚୌତାଲା ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଦୁଇ ସପ୍ତାହ ତଳେ ସେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଯଦି କୃଷି ଆଇନକୁ ପ୍ରତ୍ୟାହାର କରା ନଯାଏ, ତା’ହେଲେ ସେ ବିଧାୟକ ପଦରୁ ଇସ୍ତଫା ଦେବେ। ସତକୁ ସତ […]

a

a

Hemant Lenka
  • Published: Wednesday, 27 January 2021
  • Updated: 27 January 2021, 05:21 PM IST

Sports

Latest News

ଚଣ୍ଡିଗଡ଼: ହରିଆଣା ବିଧାନସଭାକୁ ଇଣ୍ଡିଆନ ନ୍ୟାଶନାଲ ଲୋକ ଦଳ ପକ୍ଷରୁ ନିର୍ବାଚିତ ହୋଇଥିବା ଏକମାତ୍ର ବିଧାୟକ ଅଭୟ ଚୌତାଲା ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।

ଦୁଇ ସପ୍ତାହ ତଳେ ସେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଯଦି କୃଷି ଆଇନକୁ ପ୍ରତ୍ୟାହାର କରା ନଯାଏ, ତା’ହେଲେ ସେ ବିଧାୟକ ପଦରୁ ଇସ୍ତଫା ଦେବେ। ସତକୁ ସତ ସେ ଆଜି ବିଧାୟକ ପଦ ଛାଡ଼ିଛନ୍ତି। ୫୭ ବର୍ଷୀୟ ଅଭୟ ୩ଥର ଇଲେନାବାଦ ସିଟ୍‌ରୁ ଜିତିଛନ୍ତି।

ଚାଷୀଙ୍କ ମଧ୍ୟରେ ତାଙ୍କ ଦଳର ବେଶ ଦବଦବା ରହିଛି। ସେ ଆଜି ଚଣ୍ଡିଗଡ଼ରେ ଥିବା ରାଜ୍ୟ ବିଧାନସଭା କମ୍ପ୍ଲେକ୍ସକୁ ଗ୍ରୀନ ରଙ୍ଗର ଟ୍ରାକ୍ଟର ଧରି ପ୍ରବେଶ କରିବା ସହ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିକଟରେ ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖି କୃଷି ଆଇନ ଏକ କଳା ଆଇନ ବୋଲି କହିଥିଲେ।

ଯଦି କେନ୍ଦ୍ର ସରକାର ଜାନୁଆରୀ ୨୬ ସୁଦ୍ଧା କୃଷି ଆଇନକୁ ପ୍ରତ୍ୟାହାର ନ କରିବେ, ତା’ହେଲେ ଏହି ଚିଠିକୁ ମୋର ବିଧିବଦ୍ଧ ଭାବେ ଇସ୍ତଫାପତ୍ର ଭାବେ ଗ୍ରହଣ କରିବାକୁ ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story