ଭୟରେ ‘ଶୁଭବେଳା’କୁ ଅପେକ୍ଷା କଲେନି, ତା’ପୂର୍ବରୁ ଶପଥ ନେବାକୁ ନିଷ୍ପତ୍ତି ନେଲେ ୟେଦ୍ୟୁରପ୍ପା!

ନୂଆଦିଲ୍ଲୀ: ଗୁରୁବାର ସକାଳ ୯ଟାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବରିଷ୍ଠ ବିଜେପି ନେତା ବି.ଏସ୍ ୟେଦ୍ୟୁରପ୍ପା। ଅନ୍ୟପକ୍ଷରେ ଏହା ଉପରେ ରୋକ୍ ଲଗାଇବା ପାଇଁ କଂଗ୍ରେସ ଓ ଜେଡିଏସ୍ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଆଜି ରାତିରେ ଏ ଦୁଇ ଦଳର ଆବେଦନ ଉପରେ ଶୁଣାଣି କରିବେ। ତେବେ କିଛି ସମୟ ପୂର୍ବରୁ କଂଗ୍ରେସ ନେତା ଅଭିଷେକ ସିଙ୍ଘଭି କିଛି ଟ୍ୱିଟ୍ କରି କର୍ଣ୍ଣାଟକ ରାଜ୍ୟପାଳ ଓ ୟେଦ୍ୟୁରପ୍ପାଙ୍କୁ ସମାଲୋଚନା କରିଛନ୍ତି। ଗୋଟିଏ ଟ୍ୱିଟ୍‌ରେ […]

Yeddyurappa

Yeddyurappa

Rakesh Mallick
  • Published: Thursday, 17 May 2018
  • Updated: 17 May 2018, 01:17 AM IST

Sports

Latest News

ନୂଆଦିଲ୍ଲୀ: ଗୁରୁବାର ସକାଳ ୯ଟାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବରିଷ୍ଠ ବିଜେପି ନେତା ବି.ଏସ୍ ୟେଦ୍ୟୁରପ୍ପା। ଅନ୍ୟପକ୍ଷରେ ଏହା ଉପରେ ରୋକ୍ ଲଗାଇବା ପାଇଁ କଂଗ୍ରେସ ଓ ଜେଡିଏସ୍ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଆଜି ରାତିରେ ଏ ଦୁଇ ଦଳର ଆବେଦନ ଉପରେ ଶୁଣାଣି କରିବେ। ତେବେ କିଛି ସମୟ ପୂର୍ବରୁ କଂଗ୍ରେସ ନେତା ଅଭିଷେକ ସିଙ୍ଘଭି କିଛି ଟ୍ୱିଟ୍ କରି କର୍ଣ୍ଣାଟକ ରାଜ୍ୟପାଳ ଓ ୟେଦ୍ୟୁରପ୍ପାଙ୍କୁ ସମାଲୋଚନା କରିଛନ୍ତି।

ଗୋଟିଏ ଟ୍ୱିଟ୍‌ରେ ସିଙ୍ଘଭି ଲେଖିଛନ୍ତି, ପୂର୍ବରୁ ସାଢ଼େ ୧୨ଟାରେ ଶପଥ ନେବେ ବୋଲି ୟେଦ୍ୟୁରପ୍ପା କହିଥିଲେ। କାରଣ ଜ୍ୟୋତିଷଙ୍କ ପରାମର୍ଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବାକୁ ଏହା ଥିଲା ଶୁଭବେଳା। ତେବେ ଯେତେବେଳେ ସେ ଜାଣିଲେ କଂଗ୍ରେସ ଓ ଜେଡିଏସ୍ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେବେ ସେତେବେଳେ ସେ ଶପଥ ଗ୍ରହଣର ସମୟ ବଦଳାଇ ଦେଇ ସାଢ଼େ ନଅଟା କରି ଦେଲେ। ମନେରଖନ୍ତୁ କୋର୍ଟ ସାଧାରଣତଃ ସକାଳ ସାଢ଼େ ୧୦ଟାରେ ଖୋଲେ।

ଏହା ସହିତ କର୍ଣ୍ଣାଟକ ରାଜ୍ୟପାଳ ୟେଦ୍ୟୁରପ୍ପାଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ୧୫ ଦିନ ସମୟ ଦେଇଥିବା କଥାକୁ ସିଙ୍ଘଭି ତୀବ୍ର ସମାଲୋଚନା କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ୟେଦ୍ୟୁରପ୍ପା ବହୁମତ ସାବ୍ୟସ୍ତ କରିବାକୁ ୭ ଦିନ ସମୟ ମାଗିଥିଲେ। ରାଜ୍ୟପାଳ ତାଙ୍କୁ ୧୫ ଦିନ ଦେଇଛନ୍ତି। ଏଥିରେ ସମ୍ବିଧାନକୁ ଅଣଦେଖା କରାଯାଇଛି। ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story