ଶୁଭେନ୍ଦୁଙ୍କୁ ୩୬ ଘଣ୍ଟା ଭିତରେ କ୍ଷମା ମାଗିବାକୁ କହିଲେ ଅଭିଷେକ, ନହେଲେ..

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଟିଏମସି ଓ ଦଳ ଛାଡ଼ି ବିଜେପିରେ ମିଶିଥିବା ଟିଏମସି ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଶୁଭେନ୍ଦୁ ଅଧିକାରୀ କରିଥିବା ଆକ୍ଷେପକୁ ବିରୋଧ କରି ସେ ତାଙ୍କ ପାଖକୁ ଆଇନଗତ ନୋଟିସ କରିଛନ୍ତି। ଏଥିସହ ଅଭିଷେକ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ୩୬ ଘଣ୍ଟା ମଧ୍ୟରେ ନିଃସର୍ତ୍ତ କ୍ଷମା ମାଗିବାକୁ ନୋଟିସରେ କହିଛନ୍ତି। ଯଦି ସେ କ୍ଷମା ନ ମାଗିବେ, ତା’ହେଲେ ତାଙ୍କ […]

fra

fra

Hemant Lenka
  • Published: Thursday, 21 January 2021
  • Updated: 21 January 2021, 06:29 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଟିଏମସି ଓ ଦଳ ଛାଡ଼ି ବିଜେପିରେ ମିଶିଥିବା ଟିଏମସି ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଶୁଭେନ୍ଦୁ ଅଧିକାରୀ କରିଥିବା ଆକ୍ଷେପକୁ ବିରୋଧ କରି ସେ ତାଙ୍କ ପାଖକୁ ଆଇନଗତ ନୋଟିସ କରିଛନ୍ତି।

ଏଥିସହ ଅଭିଷେକ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ୩୬ ଘଣ୍ଟା ମଧ୍ୟରେ ନିଃସର୍ତ୍ତ କ୍ଷମା ମାଗିବାକୁ ନୋଟିସରେ କହିଛନ୍ତି। ଯଦି ସେ କ୍ଷମା ନ ମାଗିବେ, ତା’ହେଲେ ତାଙ୍କ ବିରୋଧରେ ଅଭିଷେକ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ନୋଟିସ୍‌ରେ ଉଲ୍ଲେଖ କରିଛନ୍ତି।

ଜାନୁଆରୀ ୧୯ରେ ଖେଜୁରୀ ଠାରେ ବିଜେପି ପକ୍ଷରୁ ରାଲି କରାଯାଇଥିଲା। ଏହି ସମୟରେ ଶୁଭେନ୍ଦୁ ଅଧିକାରୀ ସର୍ବସମ୍ମୁଖରେ ଅଭିଷେକଙ୍କ ନାଁ ନେଇ ଅନେକ ଅଭିଯୋଗ କରିଥିଲେ। ହେଲେ ଶୁଭେନ୍ଦୁ କରିଥିବା ଅଭିଯୋଗର କୌଣସି ସତ୍ୟତା କିମ୍ବା ପ୍ରମାଣ ନଥିବା ଅଭିଷେକ କହିଛନ୍ତି।

ଅଭିଷେକଙ୍କ ଓକିଲ ନୋଟିସରେ କହିଛନ୍ତି ଯେ ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ଥିଲେ ହେଁ ସେ ଅଭିଷେକ ବାନାର୍ଜୀଙ୍କୁ ଆକ୍ଷେପ କରୁଛନ୍ତି। କିନ୍ତୁ ଏନେଇ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ। କେବଳ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ସେ ଏଭଳି ବୟାନ ଦେଇଛନ୍ତି। ଶୁଭେନ୍ଦୁ ଅଧିକାରୀ ଯଦି ୩୬ ଘଣ୍ଟା ମଧ୍ୟରେ ନିଜର ଭୁଲ ପାଇଁ କ୍ଷମା ମାଗିବେ ନାହିଁ, ତା’ହେଲେ ଆମେ ତାଙ୍କ ବିରୋଧରେ ଅପରାଧିକ କିମ୍ବା ସିଭିଲ କେସ୍‌ ଫାଇଲ କରିବୁ ବୋଲି ଅଭିଷେକଙ୍କ ଓକିଲ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story