ମିନି ଟ୍ରକ୍‌ରେ ପିଟି ହେଲା କାର୍‌: ଏମ୍‌ସର ୩ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମଥୁରା ନିକଟସ୍ଥ ଯମୁନା ଏକ୍ସପ୍ରେସ୍ ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ମିନି ଟ୍ରକକୁ ଧକ୍କା ଦେଇଛି ଏକ ଏସ୍ୟୁଭି। ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁହୋଇଛି।  ସମସ୍ତ ମୃତକ ଦିଲ୍ଲୀ ଏମ୍ସର ବରିଷ୍ଠ ଡାକ୍ତର। ସେମାନେ ହେଲେ ଡାକ୍ତର ହେମ ବାଲା, ଡାକ୍ତର ଯଶପ୍ରୀତ ଓ ଡାକ୍ତର ହର୍ଷଦ। ଏହାସହ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି।  ସମସ୍ତଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ ଆଗ୍ରାରୁ ୬୦ […]

586535-yamuna-expressway1 (1)

586535-yamuna-expressway1 (1)

Rakesh Mallick
  • Published: Sunday, 18 March 2018
  • Updated: 18 March 2018, 12:25 PM IST

Sports

Latest News

ନୂଆଦିଲ୍ଲୀ: ମଥୁରା ନିକଟସ୍ଥ ଯମୁନା ଏକ୍ସପ୍ରେସ୍ ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ମିନି ଟ୍ରକକୁ ଧକ୍କା ଦେଇଛି ଏକ ଏସ୍ୟୁଭି। ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁହୋଇଛି।  ସମସ୍ତ ମୃତକ ଦିଲ୍ଲୀ ଏମ୍ସର ବରିଷ୍ଠ ଡାକ୍ତର। ସେମାନେ ହେଲେ ଡାକ୍ତର ହେମ ବାଲା, ଡାକ୍ତର ଯଶପ୍ରୀତ ଓ ଡାକ୍ତର ହର୍ଷଦ। ଏହାସହ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି।  ସମସ୍ତଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ ଆଗ୍ରାରୁ ୬୦ କିଲୋମିଟର ଦୂରରେ ଗତ କାଲି ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos