ଭୟଙ୍କର: ଡାକ୍ତରାଣୀଙ୍କୁ ଜାଳିବା ପରେ ମରିଛନ୍ତି କି ନାହିଁ ଦେଖିବାକୁ ଆସିଥିଲେ ଅଭିଯୁକ୍ତ

ହାଇଦ୍ରାବାଦ: ଭେଟେରିନାରୀ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ପୋଡ଼ି ହତ୍ୟା କରିବା ପରେ ସେ ମରିଛନ୍ତି କି ନାହିଁ ଦେଖିବା ପାଇଁ ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ପୁଣି ଉକ୍ତ ସ୍ଥାନକୁ ଆସିଥିଲେ ବୋଲି ଆଜି ଖବର ସାମ୍ନାକୁ ଆସିଛି। ଜୋଲ୍ଲୁ ଶିବା ଓ ଜୋଲ୍ଲୁ ନବୀନଙ୍କୁ ଜେରା କରିବା ପରେ ପୁଲିସ୍‌ ଏହି ଭୟଙ୍କର ତଥ୍ୟ ସମ୍ପର୍କରେ ଜାଣିବାକୁ ପାଇଛି। ଖାଲି ସେତିକି ନୁହେଁ, ଡାକ୍ତରାଣୀଙ୍କୁ ପୋଡ଼ିବା ପୂର୍ବରୁ ଅଭିଯୁକ୍ତ ଦ୍ୱୟ ଶାମଶାବାଦ ଓ […]

c

c

Hemant Lenka
  • Published: Monday, 02 December 2019
  • Updated: 02 December 2019, 04:38 PM IST

Sports

Latest News

ହାଇଦ୍ରାବାଦ: ଭେଟେରିନାରୀ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ପୋଡ଼ି ହତ୍ୟା କରିବା ପରେ ସେ ମରିଛନ୍ତି କି ନାହିଁ ଦେଖିବା ପାଇଁ ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ପୁଣି ଉକ୍ତ ସ୍ଥାନକୁ ଆସିଥିଲେ ବୋଲି ଆଜି ଖବର ସାମ୍ନାକୁ ଆସିଛି। ଜୋଲ୍ଲୁ ଶିବା ଓ ଜୋଲ୍ଲୁ ନବୀନଙ୍କୁ ଜେରା କରିବା ପରେ ପୁଲିସ୍‌ ଏହି ଭୟଙ୍କର ତଥ୍ୟ ସମ୍ପର୍କରେ ଜାଣିବାକୁ ପାଇଛି।

ଖାଲି ସେତିକି ନୁହେଁ, ଡାକ୍ତରାଣୀଙ୍କୁ ପୋଡ଼ିବା ପୂର୍ବରୁ ଅଭିଯୁକ୍ତ ଦ୍ୱୟ ଶାମଶାବାଦ ଓ ଶାହଦନଗର ଏକାଧିକ ସ୍ଥାନ ଭୁଲିଥିଲେ। ଶେଷରେ ଡାକ୍ତରାଣୀଙ୍କ ମୃତଦେହକୁ ଚାତ୍ତାନପାଲ୍ଲୀ ଗାଁ ନିକଟରେ ଥିବା ଏକ ଅଣ୍ଡର ପାସ୍‌ ନିକଟରେ ଫୋପାଡ଼ି ସେଥିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ସୂତ୍ର ଅନୁସାରେ, ଦୁଇ ଅଭିଯୁକ୍ତ ଡାକ୍ତରାଣୀଙ୍କ ନାଲି ରଙ୍ଗର ସ୍କୁଟି ଚଳାଇଥିଲେ। ସେମାନଙ୍କୁ ଅନ୍ୟ ଦୁଇ ଜଣ ଟ୍ରକ କ୍ୟାବିନରେ ମୃତଦେହକୁ ରଖି ଅନୁସରଣ କରିଥିଲେ। ମୃତଦେହକୁ ଫୋପାଡ଼ିବା ପାଇଁ ବାଇକରେ ଥିବା ଅଭିଯୁକ୍ତ ଦ୍ୱୟ ଦୁଇଟି ସ୍ଥାନ ପ୍ରଥମେ ଦେଖିଥିଲେ। ହେଲେ ଏହା ସେମାନଙ୍କୁ ପସନ୍ଦ ଆସି ନଥିଲା। କାରଣ ସେଠାରେ ଲୋକମାନେ ବୁଲାବୁଲି କରୁଥିଲେ।

ତେବେ ଶେଷରେ ଜାତୀୟ ରାଜପଥ ନିକଟ ଫ୍ଲାଏଓଭର ତଳେ ସେମାନେ ଅତିକ୍ରମ କରିବା ବେଳେ ସେହିଠାରେ ହିଁ ମୃତଦେହକୁ ଫୋପାଡ଼ି ସେଥିରେ ନିଆଁ ଲଗାଇ ଦେଇଥିଲେ। ସେଠାରୁ ସମସ୍ତେ ଫେରାର ହୋଇଯାଇଥିଲେ। ତେବେ କିଛି ସମୟ ପରେ ମୃତଦେହଟି ନଷ୍ଟ ହୋଇଛି କି ନାହିଁ, ଦେଖିବା ପାଇଁ ନବୀନ ଓ ଶିବା ସେଠାକୁ ଆସିଥିଲେ। ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ସମସ୍ତ ପ୍ରକାରର ଯୋଜନା କରିଥିଲେ। ହେଲେ ପୁଲିସ୍‌ ସେମାନଙ୍କ ସବୁ ଯୋଜନାକୁ ପଣ୍ଡ କରଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story