୨୩ ଯାଏ ଜେଲକୁ ଗଲେ ୮୩ ବର୍ଷୀୟ ସାମାଜିକ କର୍ମୀ ଷ୍ଟନ ସ୍ୱାମୀ

ମୁମ୍ବାଇ: ଭୀମ କୋରେଗାଁଓ ଦଙ୍ଗା ମାମଲାରେ ଗିରଫ ହୋଇଥିବା ସାମାଜିକ କର୍ମୀ ଫାଦର ଷ୍ଟନ ସ୍ୱାମୀଙ୍କୁ ଆସନ୍ତା ୨୩ ତାରିଖ ଯାଏ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏନଆଇଏ ତାଙ୍କୁ ଝାରଖଣ୍ଡରୁ ଗିରଫ କରିବା ପରେ ଆଜି ମୁମ୍ବାଇ ସ୍ଥିତ ସ୍ୱତନ୍ତ୍ର କୋର୍ଟରେ ହାଜର କରିଥିଲା। କୋର୍ଟ ମାମଲାର ଶୁଣାଣି କରି ସ୍ୱାମୀଙ୍କୁ ୨୩ ଯାଏ ଜେଲ ହାଜତକୁ ପଠାଇ ଦେଇଛନ୍ତି। ୨୦୧୮ ଭୀମା କୋରେଗାଁଓ ଦଙ୍ଗା ଘଟଣାରେ ଏନଆଇଏ ତାଙ୍କୁ ଗିରଫ କରିଥିଲେ ହେଁ ଷ୍ଟନ […]

c

c

Hemant Lenka
  • Published: Friday, 09 October 2020
  • Updated: 09 October 2020, 08:50 PM IST

Sports

Latest News

ମୁମ୍ବାଇ: ଭୀମ କୋରେଗାଁଓ ଦଙ୍ଗା ମାମଲାରେ ଗିରଫ ହୋଇଥିବା ସାମାଜିକ କର୍ମୀ ଫାଦର ଷ୍ଟନ ସ୍ୱାମୀଙ୍କୁ ଆସନ୍ତା ୨୩ ତାରିଖ ଯାଏ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏନଆଇଏ ତାଙ୍କୁ ଝାରଖଣ୍ଡରୁ ଗିରଫ କରିବା ପରେ ଆଜି ମୁମ୍ବାଇ ସ୍ଥିତ ସ୍ୱତନ୍ତ୍ର କୋର୍ଟରେ ହାଜର କରିଥିଲା। କୋର୍ଟ ମାମଲାର ଶୁଣାଣି କରି ସ୍ୱାମୀଙ୍କୁ ୨୩ ଯାଏ ଜେଲ ହାଜତକୁ ପଠାଇ ଦେଇଛନ୍ତି।

୨୦୧୮ ଭୀମା କୋରେଗାଁଓ ଦଙ୍ଗା ଘଟଣାରେ ଏନଆଇଏ ତାଙ୍କୁ ଗିରଫ କରିଥିଲେ ହେଁ ଷ୍ଟନ ସ୍ୱାମୀ କିନ୍ତୁ ଏହାର ପଛରେ ଷଡ଼ଯନ୍ତ୍ର ଥିବା କହିଛନ୍ତି। ଆଦିବାସୀଙ୍କ ଅଧିକାର ପାଇଁ ସ୍ୱାମୀ ଲଢେଇ କରି ବେଶ ଖ୍ୟାତି ଅର୍ଜନ କରିଛନ୍ତି। ୧୯୯୬ରେ ୟୁରାନିୟମ୍ କର୍ପୋରେସନ୍ ଇଣ୍ଡିଆ ଲିମିଟେଡ୍ ବିରୋଧରେ ସେ ଅଭିଯାନ କରିଥିଲେ। ସେ ବିସ୍ଥାପିତ ଲୋକଙ୍କ ଅଧିକାର ପାଇଁ କାର୍ଯ୍ୟ କରିଆସୁଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀର ଟିମ ରାଞ୍ଚିରେ ଥିବା ତାଙ୍କ ଘରେ ପହଞ୍ଚି ସ୍ୱାମୀଙ୍କୁ ଗିରଫ କରିଥିଲା। ଏହାକୁ ନେଇ ପ୍ରବଳ ବିବାଦ ଦେଖାଦେଇଛି।

ଅନ୍ୟପକ୍ଷରେ ଏନଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସ୍ୱାମୀ ସିପିଆଇ (ମାଓବାଦୀ)ର ସଦସ୍ୟ ଓ ସେ ସଂଗଠନର ବେଆଇନ କାର୍ଯ୍ୟରେ ସାମିଲ ଥିଲେ। ସିପିଆଇ (ମାଓବାଦୀ) କାର୍ଯ୍ୟକଳାପକୁ ଆଗକୁ ନେବା ପାଇଁ ସେ ଜଣେ ସହଯୋଗୀଙ୍କ ମାଧ୍ୟମରେ ଅର୍ଥ ମଧ୍ୟ ପାଉଥିଲେ। ସିପିଆଇ (ମାଓବାଦୀ)ର ବେଆଇନ୍ ପ୍ରଚାର ସାମଗ୍ରୀ ତାଙ୍କ ନିକଟରୁ ଜବତ କରାଯାଇଛି ବୋଲି ଏନଆଇଏ ଅଧିକାରୀ ଜଣଙ୍କ କହିଛନ୍ତି।

ଗିରଫ କରିବା ପୂର୍ବରୁ ସ୍ୱାମୀଙ୍କୁ ଏନଆଇଏ ବାରମ୍ବାର ଜେରା କରିଥିଲା। ଏପରି କି ତାଙ୍କୁ ଗୋଟିଏ ଦିନ ପ୍ରାୟ ୧୫ ଘଣ୍ଟା ଧରି ଏନଆଇଏ ଅଧିକାରୀ ପଚରାଉଚରା କରିଥିଲେ। ସ୍ୱାମୀ ଗିରଫ ହେବା ପୂର୍ବରୁ କହିଥିଲେ ଯେ କମ୍ପ୍ୟୁଟର୍‌ରେ ଜାଲିଆତି କରି ତାଙ୍କୁ ଫସା ଯାଇଛି। ସେ କେବେ ହେଲେ ଭୀମା କୋରେଗାଁଓକୁ ଯାଇନାହାନ୍ତି। ତଥାପି ୨୦୧୭ ଡିସେମ୍ବର ୩୧ ଦଙ୍ଗା ଘଟଣାରେ ତାଙ୍କୁ ଫସାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story