ଡ୍ରଗ୍ସ ଲିଙ୍କ: ଅଭିନେତା ଅର୍ଜୁନ ରାମପଲଙ୍କୁ ୬ ଘଣ୍ଟା ଜେରା କଲା ଏନସିବି

ମୁମ୍ବାଇ: ବଲିଉଡ-ଡ୍ରଗ୍ସ ଲିଙ୍କରେ ଅଭିନେତା ଅର୍ଜୁନ ରାମପଲଙ୍କୁ ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ୬ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି। ଜେରାର ସମ୍ମୁଖୀନ ହୋଇ ଏନସିବିର ମୁମ୍ବାଇ କାର୍ଯ୍ୟାଳୟରୁ ବାହାରିବା ବେଳେ ୪୭ ବର୍ଷୀୟ ରାମପଲ କହିଛନ୍ତି, ମୁଁ ତଦନ୍ତରେ ପୂର୍ଣ୍ଣମାତ୍ରାରେ ସହଯୋଗ କରୁଛି। ଡ୍ରଗ୍ସ ସହ ମୋର କୌଣସି ସମ୍ପର୍କ ନାହିଁ। ମୋ ଘରୁ ଯେଉଁ ମେଡିସିନ ଠାବ ହୋଇଛି, ତାହା ଡାକ୍ତର ମୋତେ ଖାଇବାକୁ ପରାମର୍ଶ ଦେଇଥିଲେ। ତା’ର ପ୍ରେସକ୍ରିପସନ ମିଳିଛି […]

a

a

Hemant Lenka
  • Published: Friday, 13 November 2020
  • Updated: 13 November 2020, 08:36 PM IST

Sports

Latest News

ମୁମ୍ବାଇ: ବଲିଉଡ-ଡ୍ରଗ୍ସ ଲିଙ୍କରେ ଅଭିନେତା ଅର୍ଜୁନ ରାମପଲଙ୍କୁ ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ୬ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି। ଜେରାର ସମ୍ମୁଖୀନ ହୋଇ ଏନସିବିର ମୁମ୍ବାଇ କାର୍ଯ୍ୟାଳୟରୁ ବାହାରିବା ବେଳେ ୪୭ ବର୍ଷୀୟ ରାମପଲ କହିଛନ୍ତି, ମୁଁ ତଦନ୍ତରେ ପୂର୍ଣ୍ଣମାତ୍ରାରେ ସହଯୋଗ କରୁଛି। ଡ୍ରଗ୍ସ ସହ ମୋର କୌଣସି ସମ୍ପର୍କ ନାହିଁ।

ମୋ ଘରୁ ଯେଉଁ ମେଡିସିନ ଠାବ ହୋଇଛି, ତାହା ଡାକ୍ତର ମୋତେ ଖାଇବାକୁ ପରାମର୍ଶ ଦେଇଥିଲେ। ତା’ର ପ୍ରେସକ୍ରିପସନ ମିଳିଛି ଓ ଏହାକୁ ମୁଁ ଏନସିବିକୁ ଦେଖା ସାରିଛି। ଏନସିବି ବେଶ ଭଲ ଭାବେ ତଦନ୍ତ କରୁଛି। ମୁଁ ତଦନ୍ତକୁ ସମର୍ଥନ କରୁଛି। ତଦନ୍ତକାରୀ ଅଧିକାରୀ ସମୀର ୱାଙ୍ଖେଡ ଭଲ କାମ କରୁଛନ୍ତି। ମୁଁ ଖାଉଥିବା ମେଡିସିନ୍‌ ଆପଣମାନେ ମଧ୍ୟ ଖାଆନ୍ତୁ। ବେଶ ଭଲ ହେବ ବୋଲି ସେ କହିଛନ୍ତି।

ଗତ ସୋମବାର ରାମପଲଙ୍କ ଘରେ ଏନସିବି ରେଡ୍‌ କରିଥିଲା। ଏହାପରେ ତାଙ୍କୁ ହାଜର ହେବାକୁ ସମନ କରାଯାଇଥିଲା। ରାମପଲଙ୍କ ପୂର୍ବରୁ ତାଙ୍କ ଗର୍ଲପ୍ରେଣ୍ଡଙ୍କୁ ବୁଧବାର ଓ ଗୁରୁବାର ଏନସିବି ୬ ଘଣ୍ଟା ଧରି ଜେରା କରିଥିଲା। ସେହିପରି ଡ୍ରଗ୍ସ ଲିଙ୍କରେ ରାମପଲଙ୍କ ଗର୍ଲପ୍ରେଣ୍ଡଙ୍କ ଭାଇଙ୍କୁ ଏନସିବି ଦୁଇଥର ଗିରଫ କରିସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story