ବିଜେପିରେ ଯୋଗଦେଲେ ଅରୁଣ ବକ୍ସି

ନୂଆଦିଲ୍ଲୀ: ଅଭିନେତା ଓ କଣ୍ଠଶିଳ୍ପୀ ଅରୁଣ ବକ୍ସି ଆଜି ବିଜେପିରେ ଯୋଗ ଦେଇଛନ୍ତି। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରମଣ ସିଂହଙ୍କ ଉପସ୍ଥିତିରେ ଶ୍ରୀ ବକ୍ସି ପଦ୍ମ ଧରିଛନ୍ତି। ବିଜେପିର ବିଚାରଧାରାରେ ସେ ଅନୁପ୍ରାଣିତ ହୋଇ ସେ ଏଥିରେ ଯୋଗ ଦେଇଥିବା ଶ୍ରୀ ବକ୍ସି କହିଛନ୍ତି। ଏଥିସହ ସେ ନରେନ୍ଦ୍ର ମୋଦିଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଶୈଳୀରେ ମୁଁ ଅନୁପ୍ରାଣିତ ହୋଇଛି। ଅଟଳଜୀଙ୍କ ପରେ […]

sqw

sqw

Hemant Lenka
  • Published: Saturday, 11 May 2019
  • Updated: 11 May 2019, 06:15 PM IST

Sports

Latest News

ନୂଆଦିଲ୍ଲୀ: ଅଭିନେତା ଓ କଣ୍ଠଶିଳ୍ପୀ ଅରୁଣ ବକ୍ସି ଆଜି ବିଜେପିରେ ଯୋଗ ଦେଇଛନ୍ତି। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରମଣ ସିଂହଙ୍କ ଉପସ୍ଥିତିରେ ଶ୍ରୀ ବକ୍ସି ପଦ୍ମ ଧରିଛନ୍ତି। ବିଜେପିର ବିଚାରଧାରାରେ ସେ ଅନୁପ୍ରାଣିତ ହୋଇ ସେ ଏଥିରେ ଯୋଗ ଦେଇଥିବା ଶ୍ରୀ ବକ୍ସି କହିଛନ୍ତି।

ଏଥିସହ ସେ ନରେନ୍ଦ୍ର ମୋଦିଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଶୈଳୀରେ ମୁଁ ଅନୁପ୍ରାଣିତ ହୋଇଛି। ଅଟଳଜୀଙ୍କ ପରେ ଆମକୁ ନରେନ୍ଦ୍ର ମୋଦିଙ୍କ ଭଳି ପ୍ରଧାନମନ୍ତ୍ରୀ ମିଳିଛନ୍ତି। ଏଭଳି ପ୍ରଧାନମନ୍ତ୍ରୀ ମୁଁ ଆଗରୁ କେବେ ଦେଖି ନଥିଲି। ସେ ହିଁ ମୋତେ ବମ୍ବେରୁ ବାହାରି ଦେଶ ପାଇଁ କାମ କରିବାକୁ ପ୍ରେରଣା ଦେଇଛନ୍ତି।”

ବକ୍ସି ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ବେଳେ ୨୯୮ଟି ଗୀତ ଗାଇଛନ୍ତି। ସେ ପଞ୍ଜାବୀ ଓ ଭୋଜପୁରୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story