ବାହା ହେବେ ବୋଲି ସାଂସଦ ଭାବେ ଶପଥ ନେଲେନି ନୁସରତ ଜାହାନ

କୋଲକାତା: ଲୋକପ୍ରିୟ ବେଙ୍ଗଲ ଅଭିନେତ୍ରୀ ତଥା ନୂଆ କରି ସାଂସଦ ହୋଇଥିବା ନୁସରତ ଜାହାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତୁର୍କୀରେ ଏହି ବାହାଘର ଗତକାଲି ଶେଷ ହୋଇଛି। ଏସମ୍ପର୍କରେ ନୁସରତ ଇନ୍‌ଷ୍ଟାଗ୍ରାମ ଯୋଗେ ସୂଚନା ଦେଇଛନ୍ତି। ତେବେ ନୁସରତ ବାହା ହେବେ ବୋଲି ଗତକାଲି ସଂସଦରେ ଆୟୋଜିତ ଶପଥ ପାଠ ଉତ୍ସବରେ ଯୋଗଦେଇ ନଥିଲେ। ପ୍ରଥମଥର ଲୋକସଭାକୁ ନିର୍ବାଚିତ ହୋଇଥିବା ନୁସରତ ଅନୁପସ୍ଥିତ ଥିବାରୁ ପଦ ଓ ଗୋପନୀୟତାର ଶପଥ ପାଠ କରିପାରି ନାହାନ୍ତି। ଏହି […]

yu

yu

Hemant Lenka
  • Published: Thursday, 20 June 2019
  • Updated: 20 June 2019, 04:04 PM IST

Sports

Latest News

କୋଲକାତା: ଲୋକପ୍ରିୟ ବେଙ୍ଗଲ ଅଭିନେତ୍ରୀ ତଥା ନୂଆ କରି ସାଂସଦ ହୋଇଥିବା ନୁସରତ ଜାହାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତୁର୍କୀରେ ଏହି ବାହାଘର ଗତକାଲି ଶେଷ ହୋଇଛି। ଏସମ୍ପର୍କରେ ନୁସରତ ଇନ୍‌ଷ୍ଟାଗ୍ରାମ ଯୋଗେ ସୂଚନା ଦେଇଛନ୍ତି। ତେବେ ନୁସରତ ବାହା ହେବେ ବୋଲି ଗତକାଲି ସଂସଦରେ ଆୟୋଜିତ ଶପଥ ପାଠ ଉତ୍ସବରେ ଯୋଗଦେଇ ନଥିଲେ। ପ୍ରଥମଥର ଲୋକସଭାକୁ ନିର୍ବାଚିତ ହୋଇଥିବା ନୁସରତ ଅନୁପସ୍ଥିତ ଥିବାରୁ ପଦ ଓ ଗୋପନୀୟତାର ଶପଥ ପାଠ କରିପାରି ନାହାନ୍ତି।

ଏହି ବିବାହ ଉତ୍ସବରେ ନୁସରତଙ୍କ ବନ୍ଧୁ ତଥା ପ୍ରଥମଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଅନ୍ୟତମ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଧ୍ୟ ଯୋଗ ଦେଇଥିଲେ। ସେ ମଧ୍ୟ ଗତକାଲି ଶପଥ ପାଠ ଗ୍ରହଣ କରିପାରି ନାହାନ୍ତି।

ନୁସରତ ବ୍ୟବସାୟୀ ନିଖିଲ ଜୈନଙ୍କ ହାତ ଧରିଛନ୍ତି। ଏହି ବିବାହ ଉତ୍ସବରେ ମାତ୍ର ହାତ ଗଣତି କିଛି ପରିବାର ଲୋକ ଉପସ୍ଥିତ ରହିଥିଲେ। ଦୀର୍ଘ ଗୋଟିଏ ବର୍ଷ ହେଲା ନିଖିଲ ଓ ନୁସରତ ପରସ୍ପରକୁ ଭଲ ପାଉଥିଲେ। କୋଲକାତାରେ ନିଖିଲଙ୍କ ଏକ ଟେକ୍ସଟାଇଲ୍‌ କମ୍ପାନୀ ରହିଛି। ଆସନ୍ତା ଜୁଲାଇ ୪ରେ ନିଖିଲ ଓ ନୁସରତ କୋଲକାତାରେ ଏକ ବିରାଟ ଭୋଜିର ଆୟୋଜନ କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story