ଜନକଲ୍ୟାଣ ଯୋଜନା ଲାଗି ଆଧାର ସଂଯୋଗ ଅବଧି ବଢିଲା

ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା ଆଧାର ସଂଯୋଗ ଅବଧି।  ବିଶେଷ କରି  ଜନ କଲ୍ୟାଣ ଲାଗି ଉର୍ଦ୍ଦିଷ୍ଟ ସରକାରୀ ଯୋଜନାରେ ଆଧାର ସଂଯୋଗର ଅବଧି ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ। ମୁଖ୍ୟତ‍ଃ ଏମଜିଏନଆରଇଜିଏସ୍, ଛାତ୍ରବୃତ୍ତି, ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଏହି ସବୁ ଯୋଜନାର ଲାଭ ଉଠାବା ଲାଗି ଆଧାର ସଂଯୋଗ ସମୟ ସୀମାକୁ ଆଉ ୩ ମାସ ପାଇଁ ଅର୍ଥାତ୍‌ ଜୁନ୍‌ ୩୦ ତରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି କୋର୍ଟ। ପୂର୍ବରୁ ସୁପ୍ରମ୍‌କୋର୍ଟ ବ୍ୟାଙ୍କ୍‌ ଆକାଉଣ୍ଟ ଓ ମୋବାଇଲ ନମ୍ବର […]

aadhaar-card-768x461

aadhaar-card-768x461

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 10:39 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା ଆଧାର ସଂଯୋଗ ଅବଧି।  ବିଶେଷ କରି  ଜନ କଲ୍ୟାଣ ଲାଗି ଉର୍ଦ୍ଦିଷ୍ଟ ସରକାରୀ ଯୋଜନାରେ ଆଧାର ସଂଯୋଗର ଅବଧି ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ। ମୁଖ୍ୟତ‍ଃ ଏମଜିଏନଆରଇଜିଏସ୍, ଛାତ୍ରବୃତ୍ତି, ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଏହି ସବୁ ଯୋଜନାର ଲାଭ ଉଠାବା ଲାଗି ଆଧାର ସଂଯୋଗ ସମୟ ସୀମାକୁ ଆଉ ୩ ମାସ ପାଇଁ ଅର୍ଥାତ୍‌ ଜୁନ୍‌ ୩୦ ତରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି କୋର୍ଟ। ପୂର୍ବରୁ ସୁପ୍ରମ୍‌କୋର୍ଟ ବ୍ୟାଙ୍କ୍‌ ଆକାଉଣ୍ଟ ଓ ମୋବାଇଲ ନମ୍ବର ସମେତ ଅନ୍ୟ ସମସ୍ତ କ୍ଷେତ୍ର ପାଇଁ ଆବଶ୍ୟକ ଥିବା ଆଧାର ସଂଯୋଗ ସମୟ ସୀମାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେଇଥିଲେ। ଏହାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story