ମନା କଲେ ରାହୁଲ, ଅଧୀର ହେଲେ କଂଗ୍ରେସର ଲୋକସଭା ନେତା

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ଦଳର ନେତା ହେବାକୁ ରାହୁଲ ଗାନ୍ଧି ମନା କରିଦେଇଛନ୍ତି। ବରିଷ୍ଠ ନେତାମାନେ ରାହୁଲଙ୍କୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ଏଥିରେ ବିଫଳ ହୋଇଛନ୍ତି। ଶେଷରେ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଭାବେ ଚୟନ କରିଛି। ଆଜି କଂଗ୍ରେସ ପକ୍ଷରୁ ଦୀର୍ଘ ସମୟ ଧରି ସଂସଦୀୟ ବୋର୍ଡ ବୈଠକ ବସିଥିଲା। ଏଥିରେ ଉଭୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ଉପସ୍ଥିତ […]

a

a

Hemant Lenka
  • Published: Tuesday, 18 June 2019
  • Updated: 18 June 2019, 03:10 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ଦଳର ନେତା ହେବାକୁ ରାହୁଲ ଗାନ୍ଧି ମନା କରିଦେଇଛନ୍ତି। ବରିଷ୍ଠ ନେତାମାନେ ରାହୁଲଙ୍କୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ଏଥିରେ ବିଫଳ ହୋଇଛନ୍ତି। ଶେଷରେ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଭାବେ ଚୟନ କରିଛି। ଆଜି କଂଗ୍ରେସ ପକ୍ଷରୁ ଦୀର୍ଘ ସମୟ ଧରି ସଂସଦୀୟ ବୋର୍ଡ ବୈଠକ ବସିଥିଲା।

ଏଥିରେ ଉଭୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ଉପସ୍ଥିତ ରହିଥିଲେ। କଂଗ୍ରେସ ଲୋକସଭାରେ ୫୫ଟି ଆସନ ଜିତି ନଥିବାରୁ ବିରୋଧୀ ଦଳର ମାନ୍ୟତା ହରାଇଛି। ତେଣୁ ଲୋକସଭାରେ କଂଗ୍ରେସ ଦଳର ନେତା କିଏ ହେବ, ତା’କୁ ଆଜିର ବୈଠକରେ ଆଲୋଚନା ହୋଇଥିଲା। ଶେଷରେ ଅଧୀର ରଞ୍ଜନ ଚୌଧୁରୀଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଥିଲା।

କଂଗ୍ରେସ ପକ୍ଷରୁ ଲୋକସଭା ବାଚସ୍ପତିଙ୍କୁ ଏକ ଚିଠି ଲେଖାଯାଇ ଏ ସମ୍ପର୍କରେ ଅବଗତ କରାଯିବ। ଏଥିସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ କମିଟିରେ ଅଧୀରଙ୍କୁ ହିଁ ସାମିଲ କରାଯିବା ପାଇଁ ପ୍ରସ୍ତାବ ଦିଆଯିବ। କଂଗ୍ରେସ ବିରୋଧୀ ଦଳର ମାନ୍ୟତା ହରାଇଥିଲେ ହେଁ ୫୨ଟି ଆସନ ସହ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି। ଏହି ଆଧାରରେ ଦଳ ଲୋକସଭାର ନେତା ଭାବେ ଅଧୀର ରଞ୍ଜନଙ୍କୁ ଚୟନ କରିଛି।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏଥିରେ ମଧ୍ୟ କଂଗ୍ରେସ ପକ୍ଷରୁ ଅଧୀର ରଞ୍ଜନ ହିଁ ଯୋଗଦେବ। ଏହି ବୈଠକରେ ୱାନ୍‌ ନେସନ ଓ ୱାନ୍‌ ଇଲେକସନ୍‌ ସମ୍ପର୍କରେ ଆଲୋଚନା କରାଯିବ।

ଏଥରକୁ ମିଶାଇ ଅଧୀର ରଞ୍ଜନ ଚୌଧୁରୀ କ୍ରମାଗତ ୫ମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସଂସଦ ପରିଚାଳନାରେ ତାଙ୍କର ଅଭିଜ୍ଞତା ମଧ୍ୟ ରହିଛି। ଆଜିର କଂଗ୍ରେସ ସଂସଦୀୟ ବୋର୍ଡରେ ଏନ୍‌ଡିଏର ବାଚସ୍ପତି ପ୍ରାର୍ଥୀ ଓମ୍‌ ବିର୍ଲାଙ୍କୁ ବିରୋଧ କରାଯିବ ନାହିଁ ବୋଲି ମଧ୍ୟ ଦଳ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story