ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଡମିରାଲ୍‌ କରମବୀର ସିଂହ

ନୂଆଦିଲ୍ଲୀ: ଆଡମିରାଲ୍‌ କରମବୀର ସିଂହ ଆଜି ଦେଶର ୨୪ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବର୍ତ୍ତମାନ ନୌସେନା ମୁଖ୍ୟଭାବେ କାର୍ଯ୍ୟ କରୁଥିବା ଆଡମିରାଲ ସୁନୀଲ ଲାନବା ଆଜି ବିଧିବଦ୍ଧ ଭାବେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ବିଶାଖାପଟନମ୍‌ ଠାରେ ଥିବା ନୌସେନା ମୁଖ୍ୟାଳୟରେ ଆଡମିରାଲ କରମବୀର ସିଂହ ଫ୍ଲାଗ ଅଫିସର କମାଣ୍ଡିଂ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଜଣେ ନୌସେନା ଅଧିକାରୀ କହିଛନ୍ତି, “ନୌସେନାର ସବୁଠାରୁ ବରିଷ୍ଠ ଅଧିକାରୀ ହେଉଛନ୍ତି ଆଡମିରାଲ କରମବୀର ସିଂହ। […]

te

te

Hemant Lenka
  • Published: Friday, 31 May 2019
  • Updated: 31 May 2019, 02:50 PM IST

Sports

Latest News

ନୂଆଦିଲ୍ଲୀ: ଆଡମିରାଲ୍‌ କରମବୀର ସିଂହ ଆଜି ଦେଶର ୨୪ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବର୍ତ୍ତମାନ ନୌସେନା ମୁଖ୍ୟଭାବେ କାର୍ଯ୍ୟ କରୁଥିବା ଆଡମିରାଲ ସୁନୀଲ ଲାନବା ଆଜି ବିଧିବଦ୍ଧ ଭାବେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ବିଶାଖାପଟନମ୍‌ ଠାରେ ଥିବା ନୌସେନା ମୁଖ୍ୟାଳୟରେ ଆଡମିରାଲ କରମବୀର ସିଂହ ଫ୍ଲାଗ ଅଫିସର କମାଣ୍ଡିଂ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଜଣେ ନୌସେନା ଅଧିକାରୀ କହିଛନ୍ତି, “ନୌସେନାର ସବୁଠାରୁ ବରିଷ୍ଠ ଅଧିକାରୀ ହେଉଛନ୍ତି ଆଡମିରାଲ କରମବୀର ସିଂହ। ସେ ପ୍ରଥମ ହେଲିକପ୍ଟର ପାଇଲଟ୍‌ ଯିଏ ନୌସେନାର ମୁଖ୍ୟ ହୋଇଛନ୍ତି। ସେ ୩୯ ବର୍ଷ ହେଲାଣି ନୌସେନାର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos