ସରିଲା ରାହୁଲଙ୍କ ଇସ୍ତଫା ଡ୍ରାମା, ଆକ୍ସନ୍ ମୋଡରେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ପଦରୁ ଇସ୍ତଫା ଦେବାକୁ ଜିଦ୍‌ କରିଥିଲେ। ଏହାକୁ ନେଇ ସମଗ୍ର ଦେଶରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଥିଲା। ତେବେ ସମୟ ବଦଳିବା ସହ ରାହୁଲଙ୍କ ମୁଡରେ ମଧ୍ୟ ପରିବର୍ତ୍ତନ ଆସିଥିବା ଜଣାପଡ଼ିଛି। ରାହୁଲ ଗାନ୍ଧି ନିଜର ଇସ୍ତଫା ଡ୍ରାମାକୁ ବନ୍ଦ କରି ଏବେ ଆକ୍ସନ ମୋଡକୁ ଆସିଛନ୍ତି। ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକର ନେତାମାନଙ୍କୁ ରାହୁଲ ଗାନ୍ଧି […]

e

e

Hemant Lenka
  • Published: Tuesday, 25 June 2019
  • Updated: 25 June 2019, 03:02 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ପଦରୁ ଇସ୍ତଫା ଦେବାକୁ ଜିଦ୍‌ କରିଥିଲେ। ଏହାକୁ ନେଇ ସମଗ୍ର ଦେଶରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଥିଲା। ତେବେ ସମୟ ବଦଳିବା ସହ ରାହୁଲଙ୍କ ମୁଡରେ ମଧ୍ୟ ପରିବର୍ତ୍ତନ ଆସିଥିବା ଜଣାପଡ଼ିଛି।

ରାହୁଲ ଗାନ୍ଧି ନିଜର ଇସ୍ତଫା ଡ୍ରାମାକୁ ବନ୍ଦ କରି ଏବେ ଆକ୍ସନ ମୋଡକୁ ଆସିଛନ୍ତି। ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକର ନେତାମାନଙ୍କୁ ରାହୁଲ ଗାନ୍ଧି ଫୋନ କରି ସାଂଗଠନିକ ସ୍ଥିତି ମଜଭୁତ କରିବାକୁ କହିଛନ୍ତି। ଏଥିସହ ରାହୁଲ ଆଗାମୀ ଦିନରେ ବିଭିନ୍ନ ରାଜ୍ୟର ନେତାମାନଙ୍କ ସହ ମଧ୍ୟ ବୈଠକ କରିବେ ବୋଲି ସଙ୍କେତ ଦେଇଛନ୍ତି। ଚଳିତ ସପ୍ତାହରେ ପୁଣିଥରେ କଂଗ୍ରେସ ୱାର୍କିଂ କମିଟି ବୈଠକ ବସିବ। ଏଥିରେ ରାହୁଲ ଅଧ୍ୟକ୍ଷ ପଦରେ ରହିବେ କି ନାହିଁ, ସେସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସୂତ୍ର ଅନୁସାରେ, ରାହୁଲ ଗାନ୍ଧି ଜୁନ୍‌ ୨୭ରେ ମହାରାଷ୍ଟ୍ର କଂଗ୍ରେସର ନେତାଙ୍କ ସହ ଆଲୋଚନା କରିବେ। ଏହାପରେ ସେ ପର୍ଯ୍ୟାୟକ୍ରମେ ହରିଆଣା ଓ ଦିଲ୍ଲୀର କଂଗ୍ରେସ ନେତାଙ୍କ ସହ ବୈଠକ କରିବେ। ଏହି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ରାହୁଲ ଦଳୀୟ ନେତାମାନଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବେ। ଏଥିସହ ସେ ସବୁ ରାଜ୍ୟର ମହାସଚିବ(ଇନ୍‌ଚାର୍ଜ)ମାନଙ୍କୁ ଲୋକସଭା ନିର୍ଵାଚନରେ ଦଳର ବିପର୍ଯ୍ୟୟର କାରଣ ସମ୍ପର୍କରେ ରିପୋର୍ଟ କେ ଭେନୁଗୋପାଲଙ୍କୁ ଦେବା ପାଇଁ ମଧ୍ୟ କହିଛନ୍ତି।

ଗତକାଲି କଂଗ୍ରେସ ପକ୍ଷରୁ ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକାରେ ଲୋକସଭା ନିର୍ବାଚନ ପାଇଁ ଗଠନ କରାଯାଇଥିବା ସମସ୍ତ ଜିଲ୍ଲା ସ୍ତରୀୟ କମିଟିକୁ ଭାଙ୍ଗି ଦିଆଯାଇଥିଲା। ଏଥର ନୂଆ ନେତାମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story