ମାଗଣା ମିଳିବ କରୋନା ଟିକା? ବିହାର ପରେ ମଧ୍ୟପ୍ରଦେଶ ଓ ତାମିଲନାଡୁ

ନୂଆଦିଲ୍ଲୀ: ବିହାର ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିବା ବେଳେ ବିଜେପି କ୍ଷମତା ବଜାୟୀ ରଖିଲେ ସମସ୍ତଙ୍କୁ ମାଗଣା କରୋନା ଟିକା ଯୋଗାଇ ଦେବ ବୋଲି ଘୋଷଣା କରିଛି। ବିହାର ପରେ ଏବେ ଏବେ ଆଉ ଦୁଇଟି ରାଜ୍ୟ ସମାନ କଥା କହିଛନ୍ତି। ବିଜେପି ଶାସିତ ମଧ୍ୟପ୍ରଦେଶ ଓ ବିଜେପିର ସହଯୋଗୀ ଏଆଇଏଡିଏମକେ କ୍ଷମତାସୀନ ତାମିଲନାଡୁ ସରକାର ମାଗଣା କରୋନା ଟିକା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଏହି ଦୁଇ ରାଜ୍ୟର ସରକାର କହିଛନ୍ତି ଯେ ଆକଳନ […]

h

h

Hemant Lenka
  • Published: Thursday, 22 October 2020
  • Updated: 22 October 2020, 10:07 PM IST

Sports

Latest News

ନୂଆଦିଲ୍ଲୀ: ବିହାର ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିବା ବେଳେ ବିଜେପି କ୍ଷମତା ବଜାୟୀ ରଖିଲେ ସମସ୍ତଙ୍କୁ ମାଗଣା କରୋନା ଟିକା ଯୋଗାଇ ଦେବ ବୋଲି ଘୋଷଣା କରିଛି। ବିହାର ପରେ ଏବେ ଏବେ ଆଉ ଦୁଇଟି ରାଜ୍ୟ ସମାନ କଥା କହିଛନ୍ତି। ବିଜେପି ଶାସିତ ମଧ୍ୟପ୍ରଦେଶ ଓ ବିଜେପିର ସହଯୋଗୀ ଏଆଇଏଡିଏମକେ କ୍ଷମତାସୀନ ତାମିଲନାଡୁ ସରକାର ମାଗଣା କରୋନା ଟିକା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।

ଏହି ଦୁଇ ରାଜ୍ୟର ସରକାର କହିଛନ୍ତି ଯେ ଆକଳନ ଅନୁସାରେ ଆସନ୍ତାବର୍ଷ ପ୍ରଥମ ଭାଗରେ କରୋନା ଟିକା ମିଳିଯିବ। କରୋନା ଟିକା ବାହାରିବା ମାତ୍ରେ ରାଜ୍ୟବାସୀଙ୍କୁ ଏହା ମାଗଣାରେ ଯୋଗାଇ ଦିଆଯିବ।

ବିଜେପି ବିହାର ନିର୍ବାଚନରେ କରୋନା ଟିକାକୁ ବ୍ୟବହାର କରି ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ବିରୋଧୀ ଅଭିଯୋଗ କରିଥିଲେ। ଏହି କାରଣରୁ ବିବାଦ ତୀବ୍ର ହେବାରେ ଲାଗିଥିଲା। ଏସବୁ ଭିତରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟ୍ୱିଟ କରି କହିଛନ୍ତି, “ମୋ ଦେଶବାସୀ। ଆମେ ମାନେ ଲୋକଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ ଏକାଧିକ ପଦକ୍ଷେପ ନେଇଛୁ। ଏବେ କରୋନା ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। କରୋନା ଟିକା ବଣ୍ଟନ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଟିକା ମିଳିଯିବା କ୍ଷଣି ମଧ୍ୟପ୍ରଦେଶର ସମସ୍ତ ନାଗରିକଙ୍କୁ ଏହା ମାଗଣାରେ ପ୍ରଦାନ କରାଯିବ।”

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ ପଲାନିସାମୀ କହିଛନ୍ତି, ଥରେ କୋଭିଡ-୧୯ ଟିକା ପ୍ରସ୍ତୁତ ହୋଇଗଲେ, ଏହାକୁ ତାମିଲନାଡୁବାସୀଙ୍କୁ ମାଗଣାରେ ଯୋଗାଇ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story