ଉତ୍ତରପ୍ରଦେଶ ଦଖଲ ପରେ ପ୍ରଥମ ଥର ନିଜ ନିର୍ବାଚନ ମଣ୍ଡଳୀକୁ ଗଲେ ମୋଦି

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସରକାର ଗଠନ କରିବା ପରେ ପ୍ରଥମ ଥର ଲାଗି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୋଦି କହିଛନ୍ତି- ସବୁ ସମସ୍ୟାର ସମାଧାନ ହେଉଛି ବିକାଶ। ଦେଶର ବୁଣାକାର ପାଇଁ ବଡ଼ ବଜାର ଦରକାର। ଏପରି ହେଲେ ସେମାନଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ହେବ।

ଭିଡିଓ ଲିଙ୍କ ଜରିଆରେ ସେ ମହାମନା ଏକ୍ସପ୍ରେସ୍‌ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ବାରାଣସୀ ସହିତ ଗୁଜରାଟର ସୁରତ ଓ ବଡ଼ୋଦରାକୁ ସଂଯୋଗ କରିବ।

ଆହୁରି ପଢ଼ନ୍ତୁ

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ, ପାସ୍‌ ହାର କେତେ ଜାଣନ୍ତୁ

କାହିଁକି ଏଯାଏ ସଚିନ ପାଇଲଟଙ୍କୁ ବହିଷ୍କାର କରୁନି କଂଗ୍ରେସ, ଜାଣନ୍ତୁ କାରଣ

ଦୀର୍ଘ ୧୫ ଘଣ୍ଟା ଧରି ଆଲୋଚନା କଲେ ଭାରତ ଓ ଚାଇନା, ଏବେ ତୁଟିବ କି ବିବାଦ

ସାନିଟାଇଜର ଉପରେ ଲାଗିବ ୧୮% ଜିଏସ୍‌ଟି

ମହମ୍ମଦ ଉସମାନ: ପାକ୍‌ ସେନା ମୁଖ୍ୟ ହେବାକୁ ମିଳିଥିଲା ଅଫର, କିନ୍ତୁ ଭାରତ ପାଇଁ ସହିଦ ହେଲେ

ସଚିନ ଆଣ୍ଡ କୋଙ୍କୁ ଅଯୋଗ୍ୟ ଘୋଷଣା କରିବ କଂଗ୍ରେସ! ପଠାଇଲା ନୋଟିସ୍‌

ସଚିନ ପାଇଲଟ: ରାହୁଳଙ୍କ ଇସ୍ତଫା ପରଠୁଁ ମୋ ବିରୋଧରେ ମେଳି ଚାଲିଛି

ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା: ଦିନକରେ ୨୯,୪୨୯ ପଜିଟିଭ, ୫୮୨ ମୃତ

କଂଗ୍ରେସରୁ ନିଲମ୍ବିତ ହେଲେ ସଞ୍ଜୟ ଝା

ଗେହଲଟଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଡାକରା ଦେଲେ ସଚିନଙ୍କ ସମର୍ଥକ

ଅନଲାଇନ କ୍ଲାସ ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ମହାରାଷ୍ଟ୍ରରେ କରୋନା ପ୍ରକୋପ ଜାରି: ଦିନକରେ ୨୧୩ ମୃତ, ୬୭୪୧ ପଜିଟିଭ