ଉତ୍ତରପ୍ରଦେଶ ଦଖଲ ପରେ ପ୍ରଥମ ଥର ନିଜ ନିର୍ବାଚନ ମଣ୍ଡଳୀକୁ ଗଲେ ମୋଦି

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସରକାର ଗଠନ କରିବା ପରେ ପ୍ରଥମ ଥର ଲାଗି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୋଦି କହିଛନ୍ତି- ସବୁ ସମସ୍ୟାର ସମାଧାନ ହେଉଛି ବିକାଶ। ଦେଶର ବୁଣାକାର ପାଇଁ ବଡ଼ ବଜାର ଦରକାର। ଏପରି ହେଲେ ସେମାନଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ହେବ। ଭିଡିଓ ଲିଙ୍କ ଜରିଆରେ ସେ ମହାମନା ଏକ୍ସପ୍ରେସ୍‌ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ […]

modi-in-varanas

modi-in-varanas

Rakesh Mallick
  • Published: Friday, 22 September 2017
  • Updated: 22 September 2017, 08:18 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସରକାର ଗଠନ କରିବା ପରେ ପ୍ରଥମ ଥର ଲାଗି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୋଦି କହିଛନ୍ତି- ସବୁ ସମସ୍ୟାର ସମାଧାନ ହେଉଛି ବିକାଶ। ଦେଶର ବୁଣାକାର ପାଇଁ ବଡ଼ ବଜାର ଦରକାର। ଏପରି ହେଲେ ସେମାନଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ହେବ।

ଭିଡିଓ ଲିଙ୍କ ଜରିଆରେ ସେ ମହାମନା ଏକ୍ସପ୍ରେସ୍‌ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ବାରାଣସୀ ସହିତ ଗୁଜରାଟର ସୁରତ ଓ ବଡ଼ୋଦରାକୁ ସଂଯୋଗ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos